Advertisement
Photo Details/zeeodisha/odisha1662395
photoDetails0hindi

Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Akshaya Tritiya 2023 News In Odia: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର (Akshaya Tritiya 2023) ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ମାନ୍ୟତା ରହିଛି।

 

1/6

ମେଷ ଓ ସିଂହ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ସୁନା ଓ ତମ୍ବା ଜିନିଷ କିଣି ପାରିବେ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

 

 

2/6

ବୃଷ ଓ କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିରେ ତିଆରି ଆଭୂଷଣ କିଣି ପାରିବେ। ଏହାଦ୍ୱାରା ଖୁବ ଉନ୍ନତି ହୋଇଥାଏ।

 

3/6

ମିଥୁନ ଓ କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ କଂସା ଧାତୁରେ ତିଆରି ଆଭୂଷଣ କିଣିପାରିବେ। ଢାଳ, ଥାଳି ଆଦି କିଣିବା ଦ୍ୱାରା ବ୍ୟବସାୟରେ ଲାଭ ଓ ଉନ୍ନତି ସହ କର୍ମକ୍ଷେତ୍ରରେ ପଦୋନ୍ନତି ହୋଇଥାଏ।

4/6

ବିଛା ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ତମ୍ବାରେ ତିଆରି ଜିନିଷ କିଣନ୍ତୁ। ଏହା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

5/6

ଧନୁ ଓ ମୀନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ପିତ୍ତଳ ଓ ସୁନା କିଣି ପାରିବେ। ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ।

6/6

ମକର – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ଷ୍ଟିଲ୍‌‌ର ବାସନ କିମ୍ବା ଲୁହାରେ ପ୍ରସ୍ତୁତ ଜିନିଷ କିଣିବା ଦ୍ୱାରା ଭଗବାନ ଶନିଙ୍କ ବିଶେଷ କୃପା ଓ ଆଶୀର୍ବାଦ ମିଳିଥାଏ।

Also Read: Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ

Also Read: Mamita Meher Murder Case: ମମିତାଙ୍କ ପରିବାର ଲୋକେ ପାଇବେ ଏତିକି ଲକ୍ଷର ସହାୟତା ରାଶି