Breaking News: ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ, ଦିନ ୨ଟା ପରେ ଏହି ରୁଟ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ
Advertisement
Article Detail0/zeeodisha/odisha2241764

Breaking News: ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ, ଦିନ ୨ଟା ପରେ ଏହି ରୁଟ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ

Breaking News: ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ଏକ ରୋଡ ସୋ ରୋ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Breaking News: ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ, ଦିନ ୨ଟା ପରେ ଏହି ରୁଟ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ

Breaking News: ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ଏକ ରୋଡ ସୋ ରୋ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାନବାହାନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଲଗାଇଛି ପୁଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ।

ଅପରାହ୍ନ ୨ଟା ଠାରୁ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ସରିବା ପର୍ଯ୍ୟନ୍ତ ଜନପଥ ଅର୍ଥାତ୍ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀ ବିହାର ରାସ୍ତା ଦେଇ କୌଣସି ପ୍ରକାର ଯାନବାହାନ ଚଳାଚଳ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନିର୍ଦ୍ଦେଶନାମା ମାଧ୍ୟମରେ ଭୁବନେଶ୍ୱରବାସୀଙ୍କୁ ସଚେତନ କରାଇଛି ପୁଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ।