Advertisement

National sports day

alt
କ୍ରୀଡା ଓ ଖେଳକୁଦ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ର ପ୍ରତୀକ | ଜଣେ କ୍ରୀଡ଼ାବିତ କଠିନ ପରିଶ୍ରମ କରି ନିଜର ସମୟ ଓ ଖେଳ ପ୍ରତି ଆଗ୍ରହ ନିଷ୍ଠା ତାଙ୍କୁ ଶୀର୍ଷ ରେ ପହଞ୍ଚାଇଥାଏ |ସେହିଭଳି ନିଜ ଜୀବନ କୁ ସମର୍ପିତ କରିଥିବା ଜଣେ ବିଶିଷ୍ଟ କ୍ରୀଡାବିତ ହେଲେ ସମ୍ବଲପୁର କୁଳୁଥକାନୀ ର ସୁନ୍ଦରମଣି ବାରିକ |1971 ମସିହା ସ୍କୁଲ ଜୀବନ ରୁ ତାଙ୍କର କ୍ରୀଡା ଜୀବନ ଆରମ୍ଭ ହୋଇଥିଲା |ତାଙ୍କର ଜନ୍ମ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବର୍ତମାନ ଝାରସୁଗୁଡା ଜିଲ୍ଲା ର ତାଳପଟିଆ|ସେଠାରୁ ସେ ତାଙ୍କର ସ୍କୁଲ ଜୀବନ ଆରମ୍ଭ କରି ଖେଳ ଜୀବନ ର ମୂଳଦୁଆ ପକାଇଥିଲେ |ପରବର୍ତ୍ତୀ ସମୟ ରେ ସେ କଲେଜ ରେ ପାଠ ପଢିବା ସହ ଆର୍ଥିକ ଅନାଟନ କାରଣ ରୁ ଖେଳକୁଦ ପ୍ରତି ଧ୍ୟାନ ଦେଇ ପାରି ନ ଥିଲେ |ପରେ ସେ ବ୍ୟାଙ୍କ ରେ ଚାକିରୀ ପାଇଥିଲେ |ଚାକିରୀ ସହ ଘର ସଂସାର ରେ ବ୍ର
Aug 29,2023, 19:39 PM IST
alt
Aug 29,2022, 16:44 PM IST
Read More

Trending news