Advertisement

South Superstar News

alt
ଆଜିକାଲି ର ଯୁବପୀଢି ବଲିଉଡ ନୁହେଁ ବରଂ ଟଲିଉଡ ବା ସାଉଥ ଫିଲ୍ମର ଦିୱାନା ହେଲେଣି । କାରଣ ଟଲିଉଡରେ ସେସବୁ ଅଛି ଯାହା ଫ୍ୟାନ୍ସ ମାନେ ଖୋଜୁଛନ୍ତି । ଫିଲ୍ମରେ କାହାଣୀ, ଆକ୍ସନ, ଥ୍ରିଲ୍, ସସପେନ୍ସ ଓ କ୍ରାଇମ ପ୍ଲଟ ସହ ଗୀତକୁ ନେଇ ନିର୍ଦ୍ଦେଶକ ଦେଉଛନ୍ତି କିଛି ଏମିତି ଜବରଦସ୍ତ ତଡକା ଯାହା ଫ୍ୟାନ୍ସଙ୍କୁ ସାଉଥ ବା ଦକ୍ଷିଣ ଭାରତୀୟ ଫିଲ୍ମ କୁ ପସନ୍ଦ କରିବାକୁ ବାଧ୍ୟ କରୁଛି । ଆପଣ ମାନେ ବି ଜାଣିଥିବେ ଏବେ ସାରା ଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲରକୁ ନେଇ ଖୁବ୍ ଚର୍ଚ୍ଚା । ରିଲିଜ ହେବାଠୁ ଆଜି ପର୍ଯ୍ୟନ୍ତ ଫିଲ୍ମର କାହାଣୀ, ଷ୍ଟାରକାଷ୍ଟ, ଷ୍ଟାରକାଷ୍ଟଙ୍କ ଫିସ୍, ଗୀତ ଓ ଆକ୍ସନକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ଆସୁଛି । ହେଲେ ଆଜି ଆମେ କୌଣସି ଫିଲ୍ମର ରିଭ୍ୟୁ କିମ୍ବା କଲେକ୍ସନ ବିଷୟରେ କଥା ହେବାନି। ଆ
Aug 21,2023, 18:05 PM IST
Read More

Trending news