Advertisement
  • Prabhudatta Moharana

    ପ୍ରଭୁଦତ୍ତ ମହାରଣା

Stories by Prabhudatta Moharana

ଓଡ଼ିଶାରେ ବିରଳ କଳାବାଘ ପରିବାର, ସିସିଟିଭିରେ କଏଦ ହେଲା ଭିଡ଼ିଓ

BLACK tiger

ଓଡ଼ିଶାରେ ବିରଳ କଳାବାଘ ପରିବାର, ସିସିଟିଭିରେ କଏଦ ହେଲା ଭିଡ଼ିଓ

ଓଡ଼ିଶାରେ ଠାବ ହେଲା କଳାବାଘ। ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି କଳାବାଘ ଏକ ସଙ୍ଗେ ବୁଲୁଥିବା ଦେଖାଯାଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। କଳା ବାଘ ପରିବାରର ଏହି ଭିଡିଓକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ସୁଶାନ୍ତ ନନ୍ଦ ଲେଖିଛନ୍ତି। ଭିଡିଓରୁ ୪ଟି ଯାକ ମହାବଳ ବାଘ ବୋଲି ଜଣାପଡ଼ୁଛି। ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ଭାବେ ବିବେଚନା କରାଯାଉଥିବାବେଳେ ଏହି ଭିଡିଓଟି ଶିମଳିପାଳର ବୋଲି ଅନୁ

Jan 8,2024, 9:13 AM IST

ବଲିଉଡ଼ ଅଭିନେତ୍ରୀଙ୍କ ଗାଡ଼ି ଧକ୍କାରେ ଦମ୍ପତି ମୃତ, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

Gayatri Joshi

ବଲିଉଡ଼ ଅଭିନେତ୍ରୀଙ୍କ ଗାଡ଼ି ଧକ୍କାରେ ଦମ୍ପତି ମୃତ, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ବଲିଉଡ଼ର କିଙ୍ଗଖାନ ଶାହାରୁଖ ଖାନ ଏବଂ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ସ୍ୱଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ତାଙ୍କ ସ୍ୱାମୀ ବିକାଶ ଓବରୋଇଙ୍କ ସହ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ସମୟରେ ତାଙ୍କ ଲମ୍ବୋର୍ଗିନି କାର୍ ଓଭରଟେକ୍ କରୁଥିବାବେଳେ ଫେରେରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ କାର ଏକାସାଙ୍ଗରେ କ୍ୟାମ୍ପର୍ ଭ୍ୟାନ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ଦୁର୍ଘଟଣା ଘଟିଥିଲା।| ଏହି ଦୁର୍ଘଟଣାରେ ଗାୟତ୍ରୀ ଏବଂ ବିକାଶ ସୁରକ୍ଷିତ ଥିବା କୁହାଯାଉଛି। କିନ୍ତୁ ଫେରେରୀରେ ଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମୃତକହେଲେ ମେରାଇସା କ୍ରୋଟଲି (63) ଏବଂ ମାର୍କସ କ୍ରୋଟଲି (67)

Oct 4,2023, 13:39 PM IST

ଖୁବଶୀଘ୍ର ଦେବାଳିଆ ହୋଇଯିବେ ଏହି ୧୦ ଦେଶ!

debt trap countries in the world

ଖୁବଶୀଘ୍ର ଦେବାଳିଆ ହୋଇଯିବେ ଏହି ୧୦ ଦେଶ!

ଋଣ ନେଇ ଘିଅ ଖାଇବା କଥା ଶୁଣିଥିବେ। ଯାହାର ଅର୍ଥ ହେଉଛି ଋଣ ନେଇ ଅଯଥା ଖର୍ଚ୍ଚ କରିବାର ପରିଣାମ ସବୁବେଳେ ଖରାପ ହୋଇଥାଏ। ଉଧାର ଦେଇଥିବା ବ୍ଯକ୍ତି ବ୍ୟାଙ୍କ ଋଣ ପରିଶୋଧ କରି ନ ପାରିବା ନିଜକୁ ଦେବାଳିଆ ଘୋଷଣା କରେ। ସେମିତି ଯଦି ଗୋଟିଏ ଦେଶ ନେଇଥିବା ଋଣ ପରିଶୋଧ କରିନପାରେ ତାହେଲେ ଏହା ମଧ୍ଯ ଦେବାଳିଆ ହୋଇଯାଏ। ନିକଟରେ ପଡୋଶୀ ଶ୍ରୀଲଙ୍କା ସହ ସମାନ ଘଟଣା ଘଟିଥିଲା। ଦେଶରେ ହୋଇଥିବା ଗଣ ଆନ୍ଦୋଳନରେ ବେହାଲ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରିବାର ସ୍ୱଦେଶରୁ ଫେରାର ହୋଇଯାଇଥିଲେ। ଶ୍ରୀଲଙ୍କା ଭଳି ବିଶ୍ୱରେ ଆଉ କିଛି ଦେଶ ଅଛନ୍ତି ଯିଏ ଆଗକୁ ଦେବାଳିଆ ହେବାକୁ ଯାଉଛି। ଆସନ୍ତୁ ନଜର ପକାଇବା ଏଭଳି ୧୦ ଦେଶଙ୍କ ଉପରେ ଯେଉଁମାନେ

Oct 3,2023, 9:52 AM IST

ଏହି ଦେଶରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ

Sucidal Attack

ଏହି ଦେଶରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ

ବଜାରରେ ସବୁ ମିଳେ । କିଛି କିଣିବା ପାଇଁ ଲୋକ ବଜାରକୁ ଯାଆନ୍ତି । କିନ୍ତୁ ସୁଇସାଇଡ୍ ବମର ବା ଆତ୍ମଘାତୀ ଆକ୍ରମଣକାରୀ ବିକ୍ରି ହେଉଥିବା କଥା କେବେ ଶୁଣିଛନ୍ତି କି ?ଶୁଣିବାକୁ ମିଛ ଲାଗୁଥିଲେ ବି ଏହା ସତ । ତେବେ ଏଭଳି ଭୟଙ୍କର ପ୍ରଡକ୍ଟ କେଉଁଠି ମିଳୁଥିବ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ମୁଣ୍ଡ ଉପରେ ଏତେ ଜୋର ଦେବାକୁ ପଡ଼ିବ ନାହିଁ । ଆମ ପଡୋଷୀ ଦେଶରେ ଏଭଳି ପ୍ରଡକ୍ଟ ବିକ୍ରି ହେଉଛି । ଏଥର ଜାଣି ସାରିବେଣି ଆମେ କେଉଁ ଦେଶ କଥା କହୁଛୁ । ଠିକ୍ ଧରିଛନ୍ତି ଆମେ ପାକିସ୍ତାନର କଥା କହୁଛୁ । ସେଇ ପାକିସ୍ତାନ ଯାହା ହେଉଛି ଦୁନିଆର ଆତଙ୍କ ଫ୍ଯାକ୍ଟ୍ରି । ଯେଉଁଠି ଏକରୁ ଆରକ କୁଖ୍ଯାତ ଆତଙ୍କବାଦୀ ସଂଗଠନ ରହିଛନ୍ତି । ଆତଙ୍କବାଦର ମଲ୍ଟିନ୍ୟାସନାଲ କମ୍ପାନୀ ଅଲକାଏଦା,ଆଇଏସଆଇଏସଠାରୁ ଲୋକାଲ ବ୍ରାଣ୍ଡ୍ ତହରିକ ଏ ତାଲିବାନ ଓ ବଲୁ

Oct 2,2023, 10:39 AM IST

ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?

cricket news

ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?

କ୍ରିକେଟରେ ପ୍ରତିପକ୍ଷ ଟିମର ୱିକେଟ୍ ବା ଷ୍ଟମ୍ପ ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ନଜର ଥାଏ। ଷ୍ଟମ୍ପ ଉପୁଡିଲେ ୱିକେଟ୍ ଉଡିବ, ୱିକେଟ୍ ଉଡିଲେ ଜିତିବାର ସମ୍ଭାବନା ବଢିବ। କ୍ରିକେଟ୍ ଦେଖୁଥିବା ଲୋକଙ୍କୁ ଯଦି ପଚରାଯାଏ ଷ୍ଟମ୍ପ ସଂଖ୍ଯା କେତେ ତେବେ ତୁରନ୍ତ ଉତ୍ତର ଆସିବ-୩। କିନ୍ତୁ କେବେ ଚିନ୍ତା କରିଛନ୍ତି କି ଆଗରୁ ଷ୍ଟମ୍ପ ସଂଖ୍ଯା କେତେ ଥିଲା ? କ୍ରିକେଟ୍ ଆରମ୍ଭରୁ ଯଦି ଷ୍ଚମ୍ପ ସଂଖ୍ଯା ତିନି ଥିଲା ବୋଲି ଆପଣ ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ଆରମ୍ଭରେ କ୍ରିକେଟରେ ଷ୍ଚମ୍ପ ସଂଖ୍ଯା ଦୁଇ  ଥିଲା। କିନ୍ତୁ କିଛି ଅସୁବିଧା କାରଣରୁ ଷ୍ଟମ୍ପ ସଂଖ୍ଯାକୁ ତିନି କରାଯାଇଥିଲା। ଆସନ୍ତୁ ଜାଣିବା କେମିତି ଦୁଇରୁ ତିନି ହୋଇଥିଲେ ଷ୍ଟମ୍ପ। 

Oct 2,2023, 8:52 AM IST

Trending news

Read More