anpara police station

୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ମନରୁ ଲିଭିନି । ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ପାଇଁ ଦାବି ହେଉଛି । ହେଲେ ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଆସୁଛି ଦୁଷ୍କର୍ମ ଅଭିଯୋଗ । କନ୍ୟା ସନ୍ତାନ, ଯୁବତୀ, ମହିଳା ଓ ବୃଦ୍ଧା, କେହି ବି ନର ରାକ୍ଷାସ କବଳରୁ ବାଦ ପଡୁନାହାଁନ୍ତି । ଉତ୍ତର ପ୍ରଦେଶରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ କରିଛି ଅନପରା ପୋଲିସ । 

Dec 3, 2019, 07:06 AM IST