ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ସେନା ଉପମୁଖ୍ଯ ଚଣ୍ଡି ପ୍ରସାଦ ମହାନ୍ତି
କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି କିଓସ୍କରେ ଫଟୋଗ୍ରାଫି କରି ସାଧାରଣ ଭକ୍ତଙ୍କ ପରି ପରିବାର ସହ ପ୍ରୋଟୋକଲରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି ।
Jan 19, 2021, 11:42 PM IST