Zee Rozgar Samachar

ayodhyajudgment

अयोध्या_फैसले पर RSS प्रमुख Mohan Bhagwat का बयान

अयोध्या_फैसले पर RSS प्रमुख Mohan Bhagwat का बयान- ''SC के फैसले का स्वागत, फैसले को हार-जीत की नज़र से न देखें''

Nov 9, 2019, 03:08 PM IST

अयोध्या_फैसला : सुनिए अयोध्या पर फैसले के बाद MP के लोगों की राय

#अयोध्या_फैसला : सुनिए अयोध्या पर फैसले के बाद MP के लोगों की राय

Nov 9, 2019, 03:08 PM IST

अयोध्या फैसले के बाद सुनिए श्रीश्री रविशंकर का बयान

अयोध्या के फैसले से दोनों समुदायों को राहत मिली है: श्रीश्री रविशंकर

Nov 9, 2019, 02:48 PM IST

ଅଯୋଧ୍ୟା ରାୟ: କିଏ କ'ଣ କହୁଛନ୍ତି...

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ସେହିପରି ମସଜିତ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ କହିଛନ୍ତି ଅଦାଲତ । 

Nov 9, 2019, 01:15 PM IST

ସମ୍ମାନ ଦେଉଛୁ, ସନ୍ତୁଷ୍ଟ ନୁହେଁ: ମୁସଲିମ ପକ୍ଷ ଓକିଲ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟକୁ ନେଇ ସନ୍ତୁଷ୍ଟ ନୁହେଁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍ । ଯଦିଓ ଅଦାଲତ ମୁସଲିମ ପକ୍ଷକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତଥାପି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି ବୋର୍ଡ । ତେବେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମ୍ମାନ କରୁଥିବା ବୋର୍ଡ ପକ୍ଷରୁ କୁହାଯାଇଛି । 

Nov 9, 2019, 12:37 PM IST

'ଅଯୋଧ୍ୟା ରାୟ ଐତିହାସିକ'

ଆସିଲା ଅଯୋଧ୍ୟା ମାମଲାର ରାୟ । ରାମ ମନ୍ଦିର ପାଇଁ ହେଲା ପଥ ପରିଷ୍କାର । ଏକ ସନ୍ତୁଳିତ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

Nov 9, 2019, 12:14 PM IST

ରାୟ ପ୍ରକାଶ ବେଳେ କ'ଣ କହିଲେ ସର୍ବୋଚ୍ଚ ଅଦାଲତ ?

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ତେବେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

Nov 9, 2019, 11:41 AM IST

ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ

ପ୍ରକାଶ ପାଉଛି ଅଯୋଧ୍ୟା ମାମଲାର ରାୟ । ସିଆ ୱାକଫ ବୋର୍ଡର ସିଙ୍ଗଲ ପିଟିସନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ବାବ୍ରି ମସଜିଦ ଖାଲି ଜମିରେ ତିଆରି ହୋଇନଥିବା କୋର୍ଟ କହିଛନ୍ତି । ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Nov 9, 2019, 11:17 AM IST