Zee Rozgar Samachar

balia death

କଟକ ବଡମେଡିକାଲରେ ମୃତ୍ୟୁ ହୋଇଛି କାହାର ?

କେତେକ ଗଣମାଧ୍ୟମ କାଳିଆର ମୃତ୍ୟୁ ହୋଇଥିବା କହୁଥିବା ବେଳେ କେତେକ ବଳିଆର ମୃତ୍ୟ ହେଇଛି ବୋଲି ନିଜ ନିଜ ହେଡଲାଇନ ତିଆରି କରିଛନ୍ତି। କିନ୍ତୁ ପ୍ରକୃତରେ କାହାର ଦେହାନ୍ତ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ଅଛି। 

Nov 26, 2020, 05:58 PM IST

SCBରେ ଆଖି ବୁଜିଲା ବଳିଆ

ଚିକିତ୍ସାଧିନ ଅବସ୍ଥାରେ ବୁଧବାର ବଳିଆର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।

Nov 25, 2020, 10:45 PM IST