balijatra cuttack

ବାଲିଯାତ୍ରା: କିଣାକିଣି ସାଙ୍ଗକୁ ଚଟ୍‌ପଟା ଖାଦ୍ୟ ଓ ଦୋଳି ଖେଳର ମଜା ଉଠାଉଛନ୍ତି ଲୋକେ

ସନ୍ଧ୍ୟା ହେଲେ ଜନସମୁଦ୍ର ପାଲଟୁଛି ମହାନଦୀ ପଠା । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ନିଜ ନିଜ ପରିବାର ସହ ଆସି ଯାତ୍ରାର ମଜା ନେଉଛନ୍ତି । ଲୋକଙ୍କ ଭିଡ଼ ସାଙ୍ଗକୁ ବେପାର ମଧ୍ୟ ଭଲ ଜମୁଛି ।

Nov 16, 2019, 07:01 AM IST

କଟକରେ ପ୍ରଥମ ଥର ଲାଗି ଆୟୋଜନ ହେଲା ‘ପଥ ଉତ୍ସବ’

ପ୍ରଥମ ଦିନରେ ନାଚଗୀତ ଆସର ସାଙ୍ଗକୁ ଖେଳକୁଦର ଭରପୁର ମଜା ନେଇଛନ୍ତି ଦର୍ଶକ । ନୂଆ ପୁରୁଣା ହିନ୍ଦୀ ଗୀତର ପରିବେଷଣ ସହ  ବିଭିନ୍ନ ସର୍କିଂତ୍ତନ ମଣ୍ଡଳୀ ଦ୍ୱାରା କିର୍ତ୍ତନ ପରିବେଷଣ କରାଯାଇଥିଲା । ଏହା ସହ ରାସ୍ତା ଉପରେ ସ୍କେଟିଂର ମଧ୍ୟ ମଜ୍ଜା ଉଠାଇଥିଲେ ।

Nov 14, 2019, 08:13 AM IST

ବାଲିଯାତ୍ରାକୁ ଫେରିବ ତାରକସି ଷ୍ଟଲ

୨୦୧୨ମସିହା  ଶେଷ ଥର ଦେଖିବାକୁ ମିଳିଥିଲା ତାରକସି ଷ୍ଟଲ । ଦୀର୍ଘ ୬ ବର୍ଷ ପରେ ପୁଣିଥରେ ବଣିକ ସଂଘର ଅନୁରୋଧ କ୍ରମେ ସ୍ୱତନ୍ତ୍ର ଷ୍ଟଲ ଆଲଟମେଣ୍ଟ କରାଯାଇଛି । ଏହି ଷ୍ଟଲରେ ରୂପାରେ ପ୍ରସ୍ତୁତ ବିଭିନ୍ନ ତାରକସି  କାରୁକାର୍ଯ୍ୟ ରହିବ ଏଥିସହିତ ଷ୍ଟଲ ମଧ୍ୟରେ କାରିଗର ମାନେ ମଧ୍ୟ ପ୍ରସ୍ତୁତ କରିବେ ।      

Nov 1, 2019, 02:52 PM IST

ଜମିବ ବାଲିଯାତ୍ରା; ମହାନଦୀରେ ଚାଲିବ ସ୍କୁଟର ବୋଟ

ପାଖେଇ ଆସୁଛି ଐତିହାସିକ ବାଲିଯାତ୍ରା । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦୀର୍ଘ ୮ ଦିନ ଧରି ଚାଲିବାକୁ ଥିବା ଏହି  ବାଲିଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । 

Oct 30, 2019, 08:53 PM IST

ଏଣିକି ବାଲିଯାତ୍ରାର ପ୍ରତିଟି ଖବର ସିଧା ଲୋକଙ୍କ ପାଖରେ ପହଞ୍ଚିବ

ଲୋକଙ୍କ ନିକଟରେ କଟକ ବାଲିଯାତ୍ରାର ଟିକିନିଖି  ଖବର ,ପ୍ରତି ମୁହୁର୍ତ୍ତରେ  ପହଁଞ୍ଚିବ । ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଂ ଜରିଆରେ ଲୋକଙ୍କ ନିକଟରେ ବାଲିଯାତ୍ରାର ବିଭିନ୍ନ ତଥ୍ୟ ପହଁଞ୍ଚିବ । ସୋସିଆଲ ମିଡିିଆ ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗ ବାଲିଯାତ୍ରାର ପ୍ରଚାର ପ୍ରସାର କରିବେ   ।

Oct 28, 2019, 08:35 PM IST

ବାଲିଯାତ୍ରା ପ୍ଲଟ ଆବଣ୍ଟନକୁ ନେଇ ପୁଣି ବିବାଦ

କଟକ ର ଐତିହାସିକ ବାଲିଯାତ୍ରା ମେଳା ଆରମ୍ଭ ହେବାକୁ ମଝିରେ ଆଉ ମାତ୍ର ୨୦ ଦିନ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ କାମ। ଉଭୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗଡଗଡିଆ ମନ୍ଦିର ପରିସର ରେ ଥିବା କାର୍ଯ୍ୟାଳୟ ରେ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ପ୍ଲଟ ଆବଣ୍ଟନକୁ ନେଇ ଦେଖାଦେଇଛି କେଁ। 

Oct 23, 2019, 08:56 PM IST