berhampur municipal corporation

ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି

ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ ଏବେ ରୁଗଣ ଅବସ୍ଥାକୁ ଚାଲିଯାଇଛି।       

Sep 18, 2021, 11:11 PM IST

ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

ବର୍ଷ ବର୍ଷ ଧରି ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବା ଲାଗି ଲୋକେ ଦାବି କରି ଆସୁଥିଲେ ମଧ୍ୟ ରାଜନୈତିକ ଅଭିସନ୍ଧି ହେଉ ଅଥବା ପ୍ରଶାସନିକ ଉଦାସୀନତା କାରଣରୁ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ। 

Sep 7, 2021, 06:56 PM IST

ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ

ସହରରେ ଅବସ୍ଥିତ ରାମଲିଙ୍ଗେଶ୍ୱର ପାର୍କ ଖୋଲିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Aug 28, 2021, 04:48 PM IST

ବିନା ଥଇଥାନରେ ଉଚ୍ଛେଦ; ପ୍ରଶାସନର କାମକୁ ନେଇ ଉଠିଲା ପ୍ରଶ୍ନ

ଏନଜିଟି ଛାଟ ପରେ ତରବରିଆ ଭାବେ ବସ୍ତିରେ ବୁଲଡୋଜର ବୁଲାଇଥିଲା ବିଏମସି । 

Jul 21, 2021, 09:27 PM IST

Covid19 Vaccination: ଟିକା ନେବାକୁ ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ, ଆନୁଷଙ୍ଗୀକ ଅସୁବିଧାକୁ ନେଇ ଦେଖାଦେଇଛି ଜନଅସନ୍ତୋଷ

ଟିକା ପାଇବାରୁ ବଞ୍ଚିତ ଥିବା ଲୋକଙ୍କ ମଧ୍ୟରେ ଏବେ ଜୀବନ ବଞ୍ଚାଇବା ଲାଗି ଧଡ ପଗଡ ଲାଗି ଥିବା ବେଳେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ ଜମିଥିଲା। 

Jul 6, 2021, 09:40 PM IST

ରେଶମ ନଗରୀର ରୂପରେଖ ବଦଳାଇବ ଚଳିତ BMC Budget

ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ବଜେଟ୍ ପ୍ରସ୍ତୁତ କରାଯାଇଛି।

Jun 24, 2021, 09:01 PM IST

ବ୍ରହ୍ମପୁରବାସୀଙ୍କ କଟା ଘା'ରେ ଚୂନ! BMCର ୧୦୦% ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ

ମହାମାରୀ ବେଳେ ବ୍ରହ୍ମପୁରବାସୀଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇଛି। ମାହାନଗର ନିଗମ ହଠାତ ହୋଲଡିଂ ଟ୍ୟାକ୍ସ ଶତ ପ୍ରତିଶତ ବୃଦ୍ଧି କରିଛି। ଜନସାଧାରଣଙ୍କ ଉପରେ ଲଦା ଯାଇଥିବା ଆର୍ଥିକ ବୋଝକୁ ଦୃଷ୍ଚିରେ ରଖି ବ୍ରହ୍ମପୁର ସହରର କିଛି ସଂଗଠନ ହାଇକର୍ଟର ଦ୍ବାରସ୍ତ ହୋଇଛନ୍ତି। 

Jun 18, 2021, 03:56 PM IST

କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଅନଲକ୍ ତାଲିକାର ଶୀର୍ଷରେ ରହିଛି ରେଶମ ନଗରୀ।

Jun 17, 2021, 05:17 PM IST

Corona ମୁକାବିଲା: ୩ ଦିନ ଧରି ୩ ଜିଲ୍ଲାରେ ହେବ Serological Survey

ପ୍ରାୟ ୩ ଦିନ ଧରି ଚାଲିବାକୁ ଥିବା ଏହି ସର୍ବେକ୍ଷଣରେ ଆରଏମଆରସି ପକ୍ଷରୁ ୩ ଜଣ ବିଶେଷଜ୍ଞଙ୍କୁ ନେଇ ୩ଟି ଦଳ ଗଠନ ହୋଇଛି।

Jun 17, 2021, 04:30 PM IST

Corona ମୁକାବିଲା: ସହରରେ Serological Survey କରିବ BMC

ଗଞ୍ଜାମ ସମେତ ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ବୁଧବାର ଠାରୁ ୪ ଦିନ ଧରି ସେରୋଲୋଜିକାଲ ସର୍ଭେ କରାଯିବ। 

Jun 16, 2021, 04:35 PM IST

Corona ଆକ୍ରାନ୍ତଙ୍କୁ ଆଶ୍ୱସ୍ତି; ରାଜ୍ୟରେ ଖୋଲିଲା ପ୍ରଥମ Oxygen Parlour

ବ୍ରହ୍ମପୁର ସହରରେ ଖୋଲିଛି ରାଜ୍ୟର ପ୍ରଥମ ଅକ୍ସିଜେନ ପାର୍ଲର। 

मई 24, 2021, 06:51 PM IST

ଭ୍ରାମ୍ଯମାଣ ଗାଡିରେ ସହରବାସୀଙ୍କୁ କୋରୋନା ଟିକାକରଣ ସେବା ଯୋଗାଇବ ବିଏମସି

ହେଲ୍ପଲାଇନ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଏବେ ଠାରୁ ଟିକା ଗ୍ରହଣ କରି ପାରିବେ ବାର୍ଦ୍ଧକ୍ୟ ଏବଂ ଦିବ୍ଯାଙ୍ଗ ବ୍ଯକ୍ତି।

मई 17, 2021, 06:31 PM IST

ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। 

Apr 22, 2021, 09:25 PM IST