bhubaneswar meteorological centre

ଲଘୁଚାପ ପ୍ରଭାବରେ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ସମୁଦ୍ର ଅଶାନ୍ତ ରହିବା ହେତୁ ୧୭-୧୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି।  

Oct 15, 2021, 06:27 PM IST

ବାତ୍ୟା ଅସ୍ପଷ୍ଟ, ଲଘୁଚାପ ସ୍ପଷ୍ଟ

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତକାଲି ଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଡଘଡି ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । 

Oct 13, 2021, 05:36 PM IST

ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!

ବାତ୍ୟାର ମାସ ଅକ୍ଟୋବର ପୁଣି ଏକ ବାତ୍ୟା ନେଇ ମୁଣ୍ଡ ଟେକିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ ୯ ତାରିଖ ଆଡ଼କୁ ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ରେ ଲଘୁଚାପ ହେବ ଯାହା ପରବର୍ତ୍ତୀ ସମୟରେ ତୃତୀୟ ସପ୍ତାହ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । 

Oct 7, 2021, 07:08 AM IST

ଫେରିବ ମୌସୁମୀ; ପ୍ରତ୍ୟାବର୍ତ୍ତନ ପାଇଁ ଅନୂକୁଳ ରହିଛି ପାଗ

ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୂକୁଳ ରହିଛି।

Oct 2, 2021, 06:32 PM IST

୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ଲଘୁଚାପର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଫଳରେ ତଳିଆ ଅଂଚଳରେ କୃତିମ ବନ୍ୟା, ସୁବର୍ଣ୍ଣରେଖୀ ନଦୀରେ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି ।

Sep 29, 2021, 05:55 PM IST

୨୪ରେ ଲଘୁଚାପ, ୨୫ରୁ ବର୍ଷିବ!

 ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ । ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କିନ୍ତୁ ଏବେ ବି ରାଜ୍ୟର ୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Sep 22, 2021, 05:08 PM IST

ଲଘୁଚାପ ଘନୀଭୂତ, ଆସୁଛି ଘୂର୍ଣ୍ଣିବଳୟ; ଆଗାମୀ ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଜୁନ ୧ ତାରିଖ ଠାରୁ ଆଜି ସୁଦ୍ଧା ୧୧% କମ୍ ବର୍ଷା ରେକର୍ଡ ହୋଇଛି । ୮ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ଲାଗି ରହିଥିବା ବେଳେ ବାକି ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । 

Sep 21, 2021, 09:00 PM IST

ଲଘୁଚାପର ପ୍ରଭାବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳର ତାଳଚେର ଠାରେ ୩୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁରର ବୀରମହାରାଜ ପୁର ୩୭୨ ମିଲିମିଟର, ସୋନପୁରରେ ୨୮୨ ମିଲିମିଟର, ବୌଦ୍ଧର ବୌଦ୍ଧ ଗଡରେ ୨୬୨ ମିଲିମିଟର, ବଲାଙ୍ଗୀର ପାଟଣାଗଡରେ ୨୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

Sep 14, 2021, 11:04 AM IST

ଆସନ୍ତାକାଲି ଠାରୁ ବଦଳିବ ପାଗ; ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସତର୍କତା ଜାରି

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ସତର୍କତା।

Sep 2, 2021, 06:33 PM IST

Weather Alert: ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଚଳିତ ବର୍ଷ ଜୁନ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ୍। 

Aug 24, 2021, 04:45 PM IST

ଦୁର୍ବଳ ରହିଛି ମୌସୁମୀ; ସ୍ବାଭାବିକ ଠାରୁ ହୋଇଛି ୨୯ ପ୍ରତିଶତ କମ୍ ବର୍ଷା

ଆସନ୍ତାକାଲ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

Aug 19, 2021, 06:14 PM IST

ସକ୍ରିୟ ରହିଛି ଲଘୁଚାପ; ବର୍ଷା ନେଇ ୨୩ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ସେହିପରି ଆସନ୍ତାକାଲି ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। 

Aug 17, 2021, 04:26 PM IST

ଘୂର୍ଣ୍ଣିବଳୟ ସକ୍ରିୟ; ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ପାଇଁ Yellow Warning ଜାରି

ଆସନ୍ତା  ୮ ତାରିଖରୁ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।

Aug 6, 2021, 06:11 PM IST

ଘଡଘଡି ସହ ବର୍ଷା ପବନ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି ବର୍ଷାର ପ୍ରଭାବ ବଢିବା ସହ କେତେକେ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।

Aug 3, 2021, 05:53 PM IST

ବଦଳିବ ପାଗ; ବୃଦ୍ଧି ପାଇପାରେ ବର୍ଷାର ପରିମାଣ

ଆସନ୍ତା ୩ ଦିନ ପରେ ପାଗରେ ପରିବର୍ତ୍ତନ ହୋଇ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 

Aug 1, 2021, 07:00 PM IST

୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି।

Jul 30, 2021, 06:10 PM IST

ଘନୀଭୂତ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଲା ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ

ସେପଟେ ଏବେ ମଧ୍ୟ ରାଜ୍ୟର ଅଧା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ ମୁଣ୍ଡରେ ଚଡକ ପଡିଛି। 

Jul 28, 2021, 05:42 PM IST

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣୀବଳୟ; ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି

ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦-୫୦ କିମି ବେଗରେ ପବନ ବହିବ। 

Jul 27, 2021, 06:58 PM IST

ଆସୁଛି ଆଉ ଏକ ଲଘୁଚାପ; ବଢିପାରେ ବର୍ଷାର ପରିମାଣ

ବର୍ତ୍ତମାନ ଏକ ମୌସୁମୀ ଟ୍ରଫ୍ ଲାଇନ ଲଘୁଚାପ ବଳୟ ସହ ସମୁଦ୍ର ପତ୍ତନ ଠାରୁ ଲମ୍ବିଛ।

Jul 25, 2021, 06:19 PM IST