bhubaneswar murder

କାଳ ହେଲା ତୃତୀୟ ବିବାହ! ସ୍ତ୍ରୀ ନିଜେ ପୋଛିଲା ନିଜ ମଥାର ସିନ୍ଦୁର

ସାମ ଓ ତାଙ୍କ ସ୍ତ୍ରୀ ଉଭୟେ BMCରେ ସଫେଇକର୍ମୀ ଭାବେ କାର୍ଯ୍ୟ କରନ୍ତି। ସାମଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ଝିଙ୍ଗି ପୂର୍ବରୁ ଥରେ ବିବାହ କରିଥିଲେ।

Sep 21, 2021, 12:51 PM IST

ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ

ମୁଣ୍ଡବିହୀନ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଯେଉଁଥିରେ ହତ୍ୟାକାଣ୍ଡର ଅନେକ ଗୁମର ଲୁଚି ରହିଛି। ଯାହା ପୋଲିସକୁ ତଦନ୍ତ କରିବାରେ ସହାୟକ ହେବ।

Feb 6, 2021, 02:52 PM IST

କେବଳ ପରୀ ନୁହେଁ ରାଜ୍ୟର ଏଭଳି କିଛି ହତ୍ୟାକାଣ୍ଡ, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା

ଗତ ଜୁଲାଇ ମାସରେ ପରୀକୁ ଅପହରଣ ଓ ହତ୍ୟା ଘଟଣା ଘଟିଥିଲା । ମାତ୍ର ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପରୀର ବାପା ଅଶୋକ ସାହୁ (Ashok Sahoo) ଓ ମାଆ ସୌଦାମିନି ସାହୁ (Soudamini Sahoo) ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

Dec 23, 2020, 01:11 PM IST