bjp leaders protest

ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା

ଖରିଫ ହେଉ କି ରବି ଫସଲ ସବୁଥିରେ ସରକାରଙ୍କ ଟୋକନ ଅବ୍ୟବସ୍ଥା ଦେଖାଦେଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଏକ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଟୋକନ ଅବ୍ୟବସ୍ଥା ସହ ବର୍ଷାରେ ଭିଜିଥିବା ଧାନର କ୍ଷତିପୂରଣ ଦେବା ପାଇଁ ବିଜେପି ତରଫରୁ ଦାବି ହୋଇଛି।

Jun 19, 2021, 01:27 PM IST