blast fishing

ବିଲୁପ୍ତ ହେବ ମହାନଦୀର ବିରଳ କୁଡୋ ମାଛ

ବ୍ଳାଷ୍ଟିଂ କରୁଥିବାରୁ ଏହି ମାଛ ମରି ଭାସୁଥିବା ଅଭିଯୋଗ ହୋଇଛି। ମଲାମାଛର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁ ଥିବା ବେଳେ ସଚେତନ ନାଗରିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Dec 19, 2020, 10:13 PM IST