burn disease

କିଏ ଶୁଣିବ ସସ୍ମିତାଙ୍କ ଦୁଃଖ ?

ସସ୍ମିତା ୪୦ଜଣ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ । ଭାତ ଗାଳିବା ସମୟରେ ଗରମ ଭାତ ହାଣ୍ଡିରେ ତାଙ୍କର ହାତ ଦୁଇଟି ପଶିଯାଇଥିଲା। ପାଚିକାଙ୍କୁ  ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଉଛି ।

Oct 31, 2019, 12:55 PM IST