corona percentage

ଦେଶରେ ଖସୁଛି ସଂକ୍ରମିତଙ୍କ ହାର, ନିୟନ୍ତ୍ରଣକୁ ଆସୁଛି କି କୋରୋନା !

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ପଞ୍ଚମ ଦିନ ପାଇଁ ୬୦,୦୦୦ରୁ କମ୍ ଥିଲା। ଯଦିଓ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇଥିବାବେଳେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୬୯ ଲକ୍ଷ ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ଭାରତରେ କୋରୋନା ସଂକ୍ରମଣର ସକ୍ରି

Oct 23, 2020, 12:00 PM IST