covid19 infection

ତୃତୀୟ ଲହରକୁ ଆମନ୍ତ୍ରଣ କରିବନିତ ଉପନିର୍ବାଚନ?

ଦେଶରେ ଯେତିକି ସଂକ୍ରମଣ ବାହାରୁଛି ତାହାର ପାଖାପାଖି ଅଧା କେରଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Sep 19, 2021, 10:04 PM IST

ଥମିନି Covid19 ସଂକ୍ରମଣ ପ୍ରକୋପ; Sri Lanka ସରକାର ନେଲେ ଏହି ପଦକ୍ଷେପ

କୋରୋନା ଭୂତାଣୁର ଡେଲ୍ଟା ଭ୍ୟାରିଏଣ୍ଟ କାରଣରୁ ବ୍ୟାପୁଥିବା ସଂକ୍ରମଣକୁ ନେଇ ସତର୍କ ହୋଇଉଠିଛନ୍ତି ଶ୍ରୀଲଙ୍କା ସରକାର।

Sep 12, 2021, 11:19 PM IST

କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା

କୋଭିଡ୧୯ ସଂକ୍ରମଣ ଦେଲା ଶିକ୍ଷା। ବଦଳିବାକୁ ଯାଉଛି ପରୀକ୍ଷା ଢାଞ୍ଚା। 

Aug 27, 2021, 06:40 PM IST

Chinese ପରୀକ୍ଷାଗାରରୁ ସାରା ବିଶ୍ୱକୁ ବ୍ୟାପିଥିଲା Corona Virus: US Republican Report

କୋରୋନା ଭାଇରସକୁ ବିକଶିତ କରିବା ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି। 

Aug 2, 2021, 07:54 PM IST

Covid19 ସଂକ୍ରମଣକୁ ନେଇ Britain ମନ୍ତ୍ରୀଙ୍କ ଅଜବ ଦାବି, କହିଲେ...

କୋରୋନା କାଳରେ ସର୍ବସାଧରଣ ସ୍ଥାନରେ କରୁଛନ୍ତି କି ଏଭଳି କାମ? ତାହେଲେ ହୋଇଯାନ୍ତୁ ସାବଧାନ।  

Jul 25, 2021, 02:48 PM IST

Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ

ଚୀନର ସେହି ପରୀକ୍ଷାଗାରରୁ କୋରୋନା ସଂକ୍ରମଣ ବ୍ୟାପିଥିବା ନେଇ ଯେଉଁ କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ।

Jun 29, 2021, 06:44 PM IST

ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!

ଜିଲ୍ଲାରେ କୋଭିଡ୧୯ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବା ବେଳେ ଟିକାକରଣ ଉପରେ ପ୍ରାଧାନ୍ୟ ଦିଆଯାଉଛି।

Jun 17, 2021, 10:14 PM IST

ଆମିଷ ବଜାରରେ ବଢୁଛି ଭିଡ; କୋରୋନା ସଂକ୍ରମଣ ବଢିବା ଆଶଙ୍କା

ଆମିଷ ବଜାରରେ ଭିଡ ବଢୁଥିବାରୁ କୋରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି। 

मई 31, 2021, 08:53 PM IST

କାଟୁ କରୁଛି କଟକଣା; ଭାଙ୍ଗୁଛି ସଂକ୍ରମଣ

ଲଗାତାର ୩ ଦିନ ହେବ ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଆହୁରି ୬ ମାସ ରହି ପାରେ ଦ୍ବୀତିୟ ଲହର।

मई 9, 2021, 09:06 PM IST

ସିଲ୍ ରୋକିବ ସଂକ୍ରମଣ!

ମାତ୍ର ୧୦ ଦିନ ମଧ୍ୟରେ କେବଳ ସକ୍ରିୟ ସଂକ୍ରମଣ ସଂଖ୍ୟା ୨ ଗୁଣ ବଢିଯାଇଛି। 

Apr 29, 2021, 08:47 PM IST

ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

କୋରୋନା ମୁକାବିଲା ପାଇଁ ଆକ୍ସନମୁଡରେ ରହିଛି ପୁରୀ ପ୍ରଶାସନ।  

Apr 26, 2021, 08:59 PM IST

ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା

ପ୍ରବାସୀ ଓଡିଆଙ୍କ ଘର ବାହୁଡା ପରେ ଜିଲ୍ଲାରେ ବଢିଛି କୋରୋନା ସଂକ୍ରମଣ।   

Apr 7, 2021, 06:25 PM IST

ବଢିପାରେ କୋରୋନା ସଂକ୍ରମଣ; ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି

ସେପଟେ ସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଏହାସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିବ ବୋଲି କୁହାଯାଇଛି।

Dec 1, 2020, 11:34 PM IST

ଆଗକୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ, କୋଭିଡ୧୯ ମୁକାବିଲା ପାଇଁ ସଜାଗ ବିଏମସି

 ଦ୍ବିତୀୟ ପର୍ଯ୍ୟାୟ କୋଭିଡ୧୯ ସଂକ୍ରମଣର ମୁକାବିଲା ପାଇଁ ସଜାଗ ରହିଛି ବିଏମସି।  

Nov 11, 2020, 07:46 PM IST

ତାତି ବଢ଼ିଲେ କ'ଣ କୋରୋନା ମରିବ ? ବୈଜ୍ଞାନିକ କଲେ ନୂଆ ଖୁଲାସା

ପୂର୍ବରୁ ବୈଜ୍ଞାନିକଙ୍କ ଗବେଷଣା କହୁଥିଲା, ୩୦ ଡିଗ୍ରୀରୁ ଅଧିକ ତାମମାତ୍ରା ହେଲେ କୋରୋନା ଭାଇରସ୍ ବଞ୍ଚିପାରିବ ନାହିଁ । 

Apr 17, 2020, 11:06 AM IST