covid19 positive

Corona ବଢାଇଲା ସ୍କୁଲ ଚିନ୍ତା; ପୁଣି ଜଣେ ଶିକ୍ଷକ Covid19 Positive

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟରେ ଗତ ଜାନୁୟାରୀ ୮ ତାରିଖରୁ ବିଦ୍ୟାଳୟ ଖୋଲିଥିଲା।

Feb 22, 2021, 08:07 PM IST

କାମ ଦେଲାନି Arogya Setu App; ୯ ମାସ ହେଲାଣି Covid19 Positive

 ଯାହା ରୋଗୀଙ୍କ ସହ ସାଧାରଣ ଲୋକଙ୍କୁ ଏହି ବିଶ୍ୱ ମହାମାରୀ ବାବଦରେ ସଚେତନ କରାଉଥିଲା।

Feb 10, 2021, 12:05 AM IST

Pranab Mukherjee: ପୂର୍ବତନ ରାଷ୍ଟ୍ରପତି କୋଭିଡ୧୯ ପଜିଟିଭ

Pranab Mukherjee: ସଦ୍ୟ ପୂର୍ବତନ ରାଷ୍ଟ୍ରପତି (Former president) ପ୍ରଣବ ମୁଖାର୍ଜୀ (Pranab Mukherjee) କୋରୋନା ପଜିଟିଭ ହୋଇଥିବା ଜଣାପଡିଛି ।     

Aug 10, 2020, 01:56 PM IST

କୋଭିଡ୧୯ ପଜିଟିଭ ହେବା ପରେ କ୍ୱାରେଣ୍ଟାଇନରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

କୋରୋନାରେ ଆକ୍ରାନ୍ତ ହେବା ପରେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ । 

Jul 25, 2020, 01:08 PM IST

covid19 update: ଦେଶରେ ୧୪୮୯୪ କୋରୋନା ଆକ୍ରାନ୍ତ ମୃତ

ଦେଶରେ ଏବେ ମୋଟ  ୧୪୮୯୪ କୋରୋନା ଆକ୍ରାନ୍ତଙ୍କ ମୃତ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି | 

Jun 25, 2020, 04:24 PM IST

ପୁଣିଥରେ ଚୀନକୁ କଡ ଲେଉଟାଇଲା କୋରୋନା, ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ

ବିଗତ ୨୪ ଘଣ୍ଟା ମଧ୍ୟରେ ଚୀନର ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ ହୋଇଛନ୍ତି |  

Jun 14, 2020, 06:53 PM IST

ସମାଜବାଦ ପାର୍ଟିର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ କୋରୋନା ଆକ୍ରାନ୍ତ

କୋରୋନା ଆକ୍ରାନ୍ତ ହୋଇଛନ୍ତି ସମାଜବାଦ ପାର୍ଟିର ନେତା ଧର୍ମେନ୍ଦ୍ର ଯାଦବ |

Jun 14, 2020, 05:15 PM IST

କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନ ମୃତ

କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନଙ୍କ ବୁଧବାର ମୃତ୍ୟୁ ଘଟିଛି | 

Jun 10, 2020, 01:23 PM IST

କୋଭିଡ19 ଆକ୍ରାନ୍ତଙ୍କ ପାଇଁ ନିରାପଦ ନୁହେଁ ହାଇଡ୍ରୋକ୍ସି କ୍ଲୋରୋକୁଇନ: ଲ୍ୟାନସେଟ

କୋଭିଡ19 ପଜିଟିଭଙ୍କ ପାଇଁ ବ୍ୟବହାର ହେଉଥିବା  ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ |

मई 23, 2020, 08:21 PM IST