Cyclone Shakti Updates: ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଶକ୍ତି ଏବେ ଏକ 'ଗମ୍ଭୀର' ଝଡ଼ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ଏବଂ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସତର୍କ କରାଇଛି।
Cyclone Shakti Update: ମତ୍ସ୍ୟଜୀବୀ ମାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଆରବ ସାଗର, ଗୁଜୁରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳ ସହିତ ଏବଂ ବାହାରେ ନ ଯିବାକୁ ପରାମର୍ଶ ଦିଆଯାଇଛି।
Cyclone Shakti: ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ 'ଶକ୍ତି' ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଦ୍ରୁତ ଗତିରେ ମହାରାଷ୍ଟ୍ର ଉପକୂଳ ଆଡକୁ ଗତି କରୁଛି। ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଅନେକ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି।
Cyclone Shakhti Warning: मौसम विभाग (आईएमडी) ने रविवार के लिए चेतावनी जारी की है. खासकर चक्रवात शक्ति से पहले आज राज्य के कई जिलों में भारी बारिश और गरज के साथ तूफान का अलर्ट जारी किया है. इस चक्रवाती तूफान के प्रभाव के कारण रविवार तक गुजरात, उत्तरी महाराष्ट्र तट के साथ-साथ समुद्री क्षेत्र के हालात बेहद खराब रहने की संभावना है.
IMD ସତର୍କତା ପରେ, ମହାରାଷ୍ଟ୍ର ସରକାର ବିପର୍ଯ୍ୟୟ ପରିଚାଳନା ଟିମ୍ କୁ ସକ୍ରିୟ କରିଛନ୍ତି। ଉପକୂଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ସ୍ଥାନାନ୍ତର ଏବଂ ରିଲିଫ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
Cyclone Shakti: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ତେବେ, ସାମ୍ଭାବ୍ୟ ବାତ୍ୟା ଶକ୍ତିକୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍। ତେବେ, ଆସନ୍ତୁ ଜାଣିବା ଆଜି ପାଣିପାଗ ବିଭାଗ କେଉଁ ସବୁ ଅଞ୍ଚଳକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି...
ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଲଘୁଚାପ ଶକ୍ତି ନାମକ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦ୍ୱାରକାରୁ ପ୍ରାୟ 240 କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ଅବସ୍ଥିତ।
Odisha Weather Report: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ଯେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି କିମ୍ବା ଓଡ଼ିଶା ଉପରେ ଏହାର ପ୍ରଭାବ ବିଷୟରେ IMD କୌଣସି ପୂର୍ବାନୁମାନ କରିନାହିଁ। ନିର୍ଦ୍ଦେଶକ ଲୋକମାନଙ୍କୁ ଘୂର୍ଣ୍ଣିଝଡ଼ ସମ୍ପର୍କିତ କିଛି ଟିଭି ଚ୍ୟାନେଲରେ ପ୍ରସାରିତ ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
Cyclone Shakti: ଦେଶରେ ମୌସୁମୀ ପ୍ରବେଶ କରିସାରିଛି। ଖୁବଶୀଘ୍ର ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ସହିତ ଭୟଙ୍କର ବାତ୍ୟାକୁ ମଧ୍ୟ ଦେଶ ସାମ୍ନା କରିବାକୁ ଯାଉଛି। ସମ୍ଭାବ୍ୟ ବାତ୍ୟା ବଙ୍ଗୋପସାଗର ଉପରେ ସୃଷ୍ଟି ହେଉଛି। ଆଣ୍ଡାମାନ ସାଗର ଦେଇ ମୌସୁମୀ ସହିତ କେରଳରେ ପ୍ରବେଶ କରିପାରିବ। ଏହି ଝଡ଼ର ନାମ 'ଶକ୍ତି' ରଖାଯାଇଛି।
Cyclone 'Shakti' : ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିଝଡ଼ 'ଶକ୍ତି' ସୃଷ୍ଟି ହେଉଥିବା ରିପୋର୍ଟକୁ ଭାରତ ପାଣିପାଗ ବିଭାଗ (IMD) ଦୃଢ଼ ଭାବରେ ଖଣ୍ଡନ କରିଛି। ବୁଧବାର ଦିନ ଏକ କଠୋର ସ୍ପଷ୍ଟୀକରଣ ଦେଇ, ଆଇଏମଡି କହିଛି ଯେ ଏପରି କୌଣସି ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ।
Cyclone Shakti: ସାମ୍ଭାବ୍ୟ 'ବାତ୍ୟା' ଶକ୍ତି ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ଆଶଙ୍କା ରହିଛି। ମେ' ୨୪ରୁ ୨୭ ତାରିଖ ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ୨୪ ରୁ ୨୭ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଓଡିଶା ଉପକୂଳରୁ ବାଂଲାଦେଶ ଚର୍ଟ୍ଟୋଗ୍ରାମ ଉପକୂଳ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଏନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି।
Cyclone Shakti: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବା ସହିତ ଆଣ୍ଡାମାନ ସାଗରରେ 'ଶକ୍ତି' ନାମକ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) କହିଛି।
Cyclone Shakti: ଘୂର୍ଣ୍ଣିଝଡ଼ର ଗଠନ ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିଲେ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ୧୬-୨୨ ମଇ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
Monsoon Alert: ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ବଙ୍ଗୋପସାଗରର ଦକ୍ଷିଣ ଅଂଶ, ଆଣ୍ଡାମାନ ସାଗରର ଦକ୍ଷିଣ ଅଂଶ, ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଉତ୍ତର ଅଂଶର କିଛି ଅଂଶକୁ ଆହୁରି ଆଗକୁ ବଢ଼ିଛି। ମୌସୁମୀ ବାୟୁର ପ୍ରଭାବ ଯୋଗୁଁ, ଆଗାମୀ ୫ ଦିନ ମଧ୍ୟରେ ଦକ୍ଷିଣ ଉପଦ୍ୱୀପ ଭାରତ ଏବଂ ମଧ୍ୟ ଭାରତରେ ଝଡ଼ବର୍ଷା ସହିତ ବର୍ଷା ହେବାର ସମ୍ଭାବନା ରହିଛି।
Odisha Weather Report: ରାଜ୍ୟରେ ଗରମ ଗୁଳୁଗୁଳି ଲାଗି ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଆଣ୍ତାମାନ୍ ଛୁଇଁଛି। ଚଳିତ ବର୍ଷ ମୌମୁମୀ ଆଗୁଆ ଆସିଛି। ପୂର୍ବ ଆକଳନ ସଦୃଶ୍ୟ ୧୩ ତାରିଖରେ ମୌସୁମୀ ଆଣ୍ତାମାନ୍ ଛୁଇଁଛି।
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Cyclone Shakti: ମେ' ରାଜ୍ୟକୁ ମାସରେ ବାତ୍ୟା ଭୟ! ମାଡି଼ ଆସୁଛି ବାତ୍ୟା 'ଶକ୍ତି' । ଓଡ଼ିଶା ଓ ପଶ୍ଚମବଙ୍ଗ ମଧ୍ୟରେ କିମ୍ବା ବାଂଲାଦେଶ କୁଲନା ଓ ଚଟୋଗ୍ରାମ ମଧ୍ୟରେ ଲ୍ୟାଣଫଲ କରିବ ବାତ୍ୟା 'ଶକ୍ତି'। ତେବେ, ଆସନ୍ତୁ ଜାଣିବା କେବେ ବାତ୍ୟା ଲ୍ୟାଣ୍ତଫଲ୍ କରିବ ଓ ଓଡି଼ଶା ଉପରେ ଏହାର ପ୍ରଭାବ କ'ଣ ରହିବ?
ମଇ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୁର୍ଣ୍ଣିବଳୟଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଉଛି।
Cyclone Shakti: ପାଣିପାଗ ବିଜ୍ଞାନୀ ମାସ୍ତାଫା କାମାଲ୍ ପଳାଶ ଏକ ଘୂର୍ଣ୍ଣିଝଡ଼ର ପୂର୍ବାନୁମାନ କରିଛନ୍ତି। ସେ ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ,ମେ ୨୩ ରୁ ୨୮ ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ର ନାମ 'ଶକ୍ତି' ହେବ।