d sivan postman

ଆଜି ବି ପାଦରେ ଚାଲି ଚିଠି ପହଞ୍ଚାଉଛନ୍ତି...

ତାମିଲନାଡ଼ୁର ପୋଷ୍ଟମ୍ୟାନ ଡି। ସିଭନ। ଭାରତୀୟ ଡାକ ବିଭାଗରେ ପ୍ରାୟ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ସେବା ଯୋଗାଇ ଦେଇ ଆସୁଛନ୍ତି। ଏହି ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ପାଦରେ ଚାଲି ଚାଲି ଚିଠି ବାଣ୍ଟୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରାୟ ୧୫ କିଲୋମିଟର ରାସ୍ତା ଅତିକ୍ରମ କରି ଗାଁ କୁ ଗାଁ ବୁଲି ଚିଠି ବାଣ୍ଟୁଛନ୍ତି। ତେବେ ଏହାରି ମଧ୍ୟରେ ସେ ଅନ

Jul 9, 2020, 04:16 PM IST