delegation of european union
ଜମ୍ମୁ କାଶ୍ମୀର ଅଭିମୁଖେ ୟୁରୋପୀୟ ସାଂସଦ, ପରଖିବେ ସ୍ଥିତି
ଜମ୍ମୁ କାଶ୍ମୀର ଗସ୍ତରେ ୟୁରୋପିଆନ ୟୁନିୟନର ୨୭ ସାଂସଦ । ଧାରା ୩୭୦ର ଉଚ୍ଛେଦ ପରେ ସ୍ଥିତି କିଭଳି ରହିଛି, ତାହା ଅତି ନିକଟରୁ ଅନୁଧ୍ୟାନ କରିବେ ଏହି ପ୍ରତିନିଧି ଦଳ ।
Oct 29, 2019, 08:25 AM IST