dhaba demolish

ଢାବା ପାଲଟିଛି ଅପରାଧିଙ୍କ ଆଡ୍ଡା, ପୋଲିସ ଚଢାଇଲା ବୁଲଡୋଜର

ସମ୍ବଲପୁର (Sambalpur) ରେ ଅପରାଧ (crime) ଓ ଅପରାଧିଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡରେ ଥିବା କିଛି ବେଆଇନ ଢ଼ାବା ମାଲିକ। ଢ଼ାବାରେ ବାହାର ରାଜ୍ୟର ଅପରାଧିମାନେ ଆଶ୍ରୟ ନିୟନ୍ତି। ରାତି ହେଲେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ।

Apr 28, 2021, 02:28 PM IST

ମାଟିରେ ମିଶିଲା ଢାବା, କାରଣ ଜାଣିଲେ ସମ୍ବଲପୁର ପୋଲିସକୁ କହିବେ ସାବାସ୍

ଅଜୟ ନାଥ, ସମ୍ବଲପୁର: ଆଜି ରାଜରାସ୍ତାରେ ଥିବା ଏକ ଢାବାକୁ ମାଟିରେ ମିଶାଇଛି ସମ୍ବଲପୁର ପୋଲିସ। ଢାବାଟି ଜବରଦଖଲରେ ନିର୍ମାଣ ହୋଇଥିଲା। କେବଳ ଏତିକି ନୁହେଁ ଢାବାରେ ବେଆଇନ କାରବାର ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।

Feb 28, 2021, 10:46 AM IST