duplicate corona medicine

ସାବଧାନ ! ବଜାରରେ ଔଷଧ ନାଁରେ ମିଳୁଛି କୋରୋନା ବିଷ

ଅପରପଟେ THE DRUGS AND COSMETICS ଆଇନର ଧାରା-୩୨ ଅନୁଯାୟୀ ଏହାଉପରେ କେବଳ ଡ୍ରଗ୍ସ ଅଧିକାରୀଙ୍କର ହିଁ ତଦନ୍ତ କ୍ଷମତା ରହିଛି।  କ୍ରାଇମବ୍ରାଞ୍ଚର ତଦନ୍ତ ନେଇ କୌଣସି କ୍ଷମତା ନ ଥିବା ବେଳେ ଏହା କେବଳ ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଆଇନଜୀବୀ।

Jun 15, 2021, 10:10 PM IST

ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ

ଜବତ ହୋଇଥିବା ସମସ୍ତ ଔଷଧର ଆନୁମାନିକ ମୁଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ ବୋଲି ଜଣାପଡିଛି। 

Jun 12, 2021, 05:46 PM IST