Advertisement

Dutee Chand

alt
ତେବେ ଏହି ନିଷ୍ପତ୍ତି ପରେ ଆଥଲେଟ ଦୂତି ଚାନ୍ଦ ଏବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆମ ବାହାଘର ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ଏହା ଶୁଣି ମୁଁ ବହୁତ ମର୍ମାହତ ବୋଲି କହିଛନ୍ତି ଦୂତି ଚାନ୍ଦ। ସେ କହିଛନ୍ତି ଯେ, ନିଜ ବାନ୍ଧବୀ ମୋନାଲିସାଙ୍କୁ ବିବାହ କରିବାକୁ ନେଇ ସେ ଅନେକ କିଛି ପ୍ଲାନ କରିଥିଲେ । ହେଲେ ଏମିତି ଏକ ରାୟ ଆସିବା ପରେ ଆମ ବିବାହ ଏବେ ଅନିଶ୍ଚିତତା ଘେରରେ । କାରଣ ମୁଁ ମୋ ବାନ୍ଧବୀ ମୋନାଲିସାଙ୍କ ସହ ଦୀର୍ଘ ୫ ବର୍ଷ ହେଲା ରହିଆସିଛି। ମୁଁ ଆଶା କରୁଛି ଯେ, ସଂସଦ ଏହା ଉପରେ ଏକ ଆଇନ ପାସ୍ କରିବେ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ବୋଲି ମୁଁ ଆଶା ରଖିଛି ବୋଲି କହିଛନ୍ତି ଦୂତି ଚାନ୍ଦ । ଏହାସହ ଦୂତି ପ୍ରଶ୍ନ କରିଛନ୍ତି ଯେ, ଅନେକ ଦେଶ ଏହ
Oct 18,2023, 20:04 PM IST
alt
ଏଠି ପ୍ରଶ୍ନ ଖେଳାଳି ମାନେ କାହିଁକି କରନ୍ତି ଡୋପିଂ। ପ୍ରଥମତଃ କାରଣ ହେଉଛି ଯଦି କୌଣସି ଖେଳାଳି ଇଲିଗାଲ୍ ବା ବେଆଇନ ଭାବେ ଖେଳ ବା ମ୍ୟାଚକୁ ଜିତିବାକୁ ଚାହାଁନ୍ତି ତେବେ ଡୋପିଂ କରିଥାନ୍ତି । ତେବେ ଡ଼ୋପିଂ ଯେକୌଣସି ଖେଳି ଜରିଆରେ ଜଣେ ଖେଳାଳି କରିପାରିବ । ଯେମିତିକି କୁସ୍ତି, ଫୁଟବଲ, ବକ୍ସିଂ ବା ରନିଂ ବା ଦୌଡ ପ୍ରତିଯୋଗିତା । ଡୋପିଂ ର ଅର୍ଥ ଖେଳାଳି ଏମିତି କିଛି ନିଶା ପଦାର୍ଥ ନିଜ ଶରୀରରେ ପ୍ରବେଶ କରାଇଥାନ୍ତି ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ବଳ ଦ୍ୱି-ଗୁଣ ହୋଇଥାଏ। ଅନ୍ୟ ଖେଳାଳିଙ୍କୁ ବେଆଇନ ଭାବେ ହରାଇବା ହେଉଛି ଏହି ଡୋପିଂର ପ୍ରଥମ ବ୍ୟବହାର। ତେବେ ଖେଳାଳି ମାନେ କେମିତି କରିଥାନ୍ତି ଡୋପିଂ...ଯଦି ଦେଖିବା ଖେଳାଳି ମାନେ ଡୋପିଂ ୪ ରୁ ୫ଟି ଉପାୟରେ କରିଥାନ୍ତି । ପ୍ରଥମ ଉପାୟ ହେଉଛି ଷ୍ଟେରଏଡ...ଆପଣ ଜାଣ
Aug 18,2023, 17:45 PM IST
Read More

Trending news