ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ୱାବଲମ୍ୱୀ, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସତ୍ୟଭାମା
ହାଟଡିହି ବ୍ଲକର ମୁଗୁପୁର ଗାଁର ଦିବ୍ୟାଙ୍ଗ ମହିଳା ସତ୍ୟଭାମା ସାହୁ। ବୟସ ପାଖାପାଖି ୬୫ ହେଲାଣି। ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟମାନଙ୍କ କରିପାରିଛନ୍ତି ରୋଜଗାରକ୍ଷମ। ଦୀର୍ଘ ୪୦ ବର୍ଷ ହେବ ଜାରି ରହିଛି ସତ୍ୟଭାମାଙ୍କ ପ୍ରୟାସ।
Oct 16, 2019, 09:10 AM IST