fourth phase polling

ଝାଡଖଣ୍ଡରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୧୫ ଆସନରେ ମତଦାନ ହେଉଛି । ମଇଦାନରେ ଅଛନ୍ତି ମୋଟ ୨୨୧ ପ୍ରାର୍ଥୀ । ସେହିପରି ୪୭, ୮୫, ୦୦୯ ଭୋଟର ରହିଛନ୍ତି । ଭୋଟଦାନରେ ସମସ୍ତେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । 

Dec 16, 2019, 08:22 AM IST