fuel hike news

ରେକର୍ଡ ସ୍ତରରେ ତୈଳ ଦର; ୧୨୫ ଛୁଇଁବ ପେଟ୍ରୋଲ, ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟସ୍

ବର୍ଷେ ମଧ୍ୟରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୬ ଡଲାର ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ଜୁନ୍ ୨୦୨୦ରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୦ ଡଲାର ଥିଲା ଏବଂ ଆଜି ଏହା ବ୍ୟାରେଲ ପିଛା ୭୬ ଡଲାରରୁ ଅଧିକ କାରବାର କରୁଛି। ସମଗ୍ର ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। 

Jun 25, 2021, 09:34 AM IST

ତୈଳ ଦରରେ ସାମାନ୍ୟ ଆଶ୍ୱସ୍ତି; ଏବେ ବି Petrol ୧୦୦ ପାର, ଆଗକୁ ପୁଣି ବଢିବା ସମ୍ଭାବନା

ମାର୍ଚ୍ଚ ମାସରେ ପେଟ୍ରୋଲ ଏବଂ ଡିଜେଲ ଦର ତିନିଥର ହ୍ରାସ କରାଯାଇଥିବା ବେଳେ ଏପ୍ରିଲରେ ବର୍ତ୍ତମାନ ସୁଦ୍ଧା ଥରେ ମାତ୍ର ତୈଳଦର ହ୍ରାସ କରାଯାଇଛି। ସେପଟେ ଅଶୋଧିତ ତୈଳ ଦର ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୬୭ ଡଲାର ଅତିକ୍ରମ କରିଛି।

Apr 21, 2021, 11:11 AM IST