ଚନ୍ଦ୍ର ଏବଂ ବୃହସ୍ପତିଙ୍କ ସଂଯୋଗ ମେ ୨୦୨୬ରେ ଗଜକେଶରୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ଯାହା କିଛି ରାଶି ପାଇଁ ଏକ ବରଦାନ ପ୍ରମାଣିତ ହେବ। ଏହି ଯୋଗର ପ୍ରଭାବ କେବଳ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ନାହିଁ ବରଂ ଅତୀତର ଭୁଲର ବୋଝ ମଧ୍ୟ ହଟାଇବ।
Gajkesari Rajyog 2025: ବୈଦିକ ଜ୍ୟୋତିଷଶାସ୍ତ୍ରରେ, ଗଜକେଶରୀ ରାଜଯୋଗକୁ ଏକ ଶୁଭ ଜ୍ୟୋତିଷ ମିଶ୍ରଣ ଭାବରେ ବିବେଚନା କରାଯାଏ। ଏହି ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ବୃହସ୍ପତି ଏବଂ ଚନ୍ଦ୍ର ଗୋଟିଏ ଘରେ ଥାଆନ୍ତି। ଏହି ଗଜକେଶରୀ ରାଜଯୋଗ ଡିସେମ୍ବରରେ ଘଟିବାକୁ ଯାଉଛି। ଦେବଗୁରୁ ବୃହସ୍ପତି ଡିସେମ୍ବର ୫ ତାରିଖ ଦିନ ଅପରାହ୍ନ ୩ଟା ବାଜି ୩୮ ମିନିଟ୍ ରେ ମିଥୁନ ରାଶିରେ ପ୍ରବେଶ କରିବେ। ସେହି ଦିନ ରାତି ୧୦ଟା ୧୫ରେ ଚନ୍ଦ୍ର ମଧ୍ୟ ପ୍ରବେଶ କରିବେ। ବୃହସ୍ପତି, ଚନ୍ଦ୍ର ସହିତ ମିଶି ଗଜକେଶରୀ ରାଜଯୋଗ ସୃଷ୍ଟି କରିବେ। ଗଜକେଶରୀ ରାଜଯୋଗ ତିନୋଟି ରାଶିର ଜାତକଙ୍କ ପାଇଁ ଶୁଭ ହେବ। ଆସନ୍ତୁ ଜାଣିବା ଏହି ୩ଟି ଭାଗ୍ୟବାନ ରାଶି ବିଷୟରେ ସବୁକିଛି ।
Gajkesari Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଜୁଲାଇ ୨୩ ରେ ପଡୁଛି ଚଳିତ ବର୍ଷର ଶ୍ରାବଣ ଶିବରାତ୍ରୀ। ବୃହସ୍ପତି ବର୍ତ୍ତମାନ ମିଥୁନ ରାଶିରେ ବିରାଜମାନ ଥିବା ବେଳେ ଶ୍ରାବଣ ଶିବରାତ୍ରୀ ଦିନ ସେହି ରାଶିକୁ ଚନ୍ଦ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି ଓ ଚନ୍ଦ୍ରଙ୍କ ଚଳନ ଗଜକେଶରୀ ଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ୧୦୦ ବର୍ଷ ପରେ ପଡୁଥିବା ଏହି ଦୁର୍ଲଭ ଯୋଗ କେଉଁ ରାଶିଙ୍କ ଭାଗ୍ୟ ଉଦୟ କରୁଛି....
Gajkesari Yog 2025: जुलाई में गुरु बृहस्पति और चंद्रमा मिलकर एक शक्तिशाली राजयोग का निर्माण कर रहे हैं. जिससे तीन राशि के जातकों को विशेष लाभ होने वाला है.
Gajkesari Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ, ବୃଦ୍ଧି ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଗୁରୁଙ୍କ ସ୍ଥିତିରେ ପରିବର୍ତ୍ତନର ପ୍ରଭାବ ୧୨ ଟି ରାଶିର ଜୀବନରେ ଦେଖିବାକୁ ମିଳିବ। କହିରଖୁଛୁ ଯେ ଗୁରୁ ବୃହସ୍ପତିଙ୍କର ଚନ୍ଦ୍ର ସହିତ ସଂଯୋଗ ହେବାକୁ ଯାଉଛି। ଯାହା ଯୋଗୁଁ ଗଜକେଶରୀ ନାମକ ଏକ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ ଗଠନ ଯୋଗୁଁ କିଛି ରାଶିର ବ୍ୟକ୍ତିମାନଙ୍କୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ସହିତ ଚାକିରି ଏବଂ ବ୍ୟବସାୟରେ ଅପାର ସଫଳତା ମିଳିପାରେ। ତେବେ ଜାଣନ୍ତୁ ଗଜକେଶରୀ ରାଜଯୋଗ କେଉଁ ସବୁ ରାଶିର ଭାଗ୍ୟକୁ ଚମକାଇବାକୁ ଯାଉଛି।
Gaj Kesari Rajyog 2025: ପାଞ୍ଜି ଅନୁସାରେ ୨୮ ମଇରେ ୧:୩୬ ରେ ଚନ୍ଦ୍ର ବୃଷ ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ। ଯେଉଁଠାରେ ସେ ୩୦ ମଇ ପର୍ଯ୍ୟନ୍ତ ରହିବେ। ଏପରି ପରିସ୍ଥିତିରେ ଏହି ରାଶିରେ ବୃହସ୍ପତିଙ୍କ ସହିତ ସଂଯୋଗ ହୋଇ ଗଜକେଶରୀ ଯୋଗ ସୃଷ୍ଟି ହେଉଛି। ଗଜକେଶରୀ ରାଜଯୋଗ ଗଠନ ଯୋଗୁଁ କିଛି ରାଶିକୁ ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିପାରେ। ଏହି ରାଶିଙ୍କୁ ଚାକିରି ଏବଂ ବ୍ୟବସାୟରେ ଅପାର ସଫଳତା ମିଳିପାରିବ। ଜାଣନ୍ତୁ ଏହି ଭାଗ୍ୟବାନ ରାଶି ବିଷୟରେ...
Gajkesari Yog 2025: ଏହି ଯୋଗ ଆପଣଙ୍କର ସକାରାତ୍ମକ ଶକ୍ତିକୁ ସକ୍ରିୟ କରିଥାଏ, ଯାହା ଲୋକମାନଙ୍କୁ ସେମାନଙ୍କ କାମ ଏବଂ ଆତ୍ମବିଶ୍ୱାସ ଉପରେ ଧ୍ୟାନ ଦେଇ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ଏହି ରାଶିର ଲୋକମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ଆରମ୍ଭ କରିବେ। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶିଗୁଡ଼ିକ କେଉଁଗୁଡ଼ିକ।
Gajkesari Yog 2025: गुरु और चंद्रमा की युति से एक राजयोग का निर्माण हो रहा है जिससे तीन राशियों को विशेष लाभ होने वाला है. यह है गजकेसरी राजयोग जिसके बनने से जातक के करियर से लेकर व्यापार में और वैवाहिक जीवन से लेकर प्रेम जीवन में शुभ ही शुभ होने वाला है.