ganjam police

୯ ହାଇୱେ ଲୁଟେରାଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ଲୁଟେରାଙ୍କ ଠାରୁ ୩୨ଟି ମୋବାଇଲ୍, ୩ଟି ଖଣ୍ଡାଧାର, ୩ଟି ଅଫୁଟା ବୋମା, ଗୋଟିଏ ବନ୍ଧୁକ, ୩ଟି ଅଫୁଟା ଗୁଳିକୁ ଜବତ କରାଯାଇଛି। 

Jul 21, 2021, 06:31 PM IST

ଗୁଣି ସନ୍ଦେହରେ ତିନି ଜଣଙ୍କୁ ଆକ୍ରମଣ ମାମଲା; ୧୮ ଅଭିଯୁକ୍ତ ଗିରଫ, ଅନେକ ଫେରାର

ପୋଲସରା ବ୍ଳକ ଅଧିନସ୍ଥ ଚିରିକିପଡା ଶାସନ ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିରେ ଗତ ଦେଢ଼ ମାସ ମଧ୍ୟରେ ବିଭିନ୍ନ କାରଣରୁ ଛ' ଜଣଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସେହି ସାହିର ବିମଳ ନାହାକ ଗୁଣି କରି ମାରୁଥିବା ସନ୍ଦେହ କରି ଶୁକ୍ରବାର କିଛି ସାହି ଲୋକମାନେ ବିମଳ, ତାଙ୍କ ସ୍ତ୍ରୀ ଓ ସାନ ପୁଅକୁ ଆକ୍ରମଣ କରିଥିଲେ। 

Jul 19, 2021, 11:47 AM IST

ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ

ଗତକାଲି ଅପରାହ୍ନରେ ଚିରିକିପଡା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଏକ ନିର୍ଦ୍ଧିଷ୍ଟ ପରିବାର ଉପରେ ଆକ୍ରମଣ କରାଯାଇଛି। ଏହି ଘଟିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। 

Jul 17, 2021, 01:46 PM IST

ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ, ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର

  ପ୍ରେମ ବେପାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିବା ବେଳେ  ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି।

Jul 7, 2021, 11:28 AM IST

ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ; ଜଣଙ୍କୁ ବାନ୍ଧିଲା ପୋଲିସ

 ନକଲି ମୃଦ୍ଯୁ ପାନୀୟ କାରଖାନା ଉପରେ ଚଢାଉ କରିଛି ପୋଲିସ।   

Jun 14, 2021, 08:08 PM IST

ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପେସାଦାର ଚୋର ରହିଥିବା ବେଳେ ଜଣେ ବଣିଆ ଏହି ଚୋରିରେ ସମ୍ପୃକ୍ତ ଅଛନ୍ତି।

Jun 11, 2021, 09:46 PM IST

ବାହାଘର ଚାଲିଥିବା ବର କନ୍ୟାଙ୍କୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପୋଲିସ

ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗ୍ରାମର ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା। 

मई 21, 2021, 06:03 PM IST

Corona Pandemic: ଆର ପାର ଲଢେଇ ଜାରି ରଖିଛି Ganjam Police-Admin

କୋରୋନା ମହାମାରୀ ସମୟରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ପ୍ରୟାସ ଜାରି ରହିଥିବା କହିଛନ୍ତି ଗଞ୍ଜାମା ଜିଲ୍ଲା କୋଭିଡ୍ ପରିଚାଳନା ଅଧିକାରୀ।

मई 15, 2021, 09:12 PM IST

ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ

ଏବେ ବି ଅନେକ ଗଳା ବାଟ ମୁକୁଳା ପଡି ରହିଛି। ଫଳରେ ଆନ୍ଧ୍ରରୁ ବରଯାତ୍ରୀ ଆସି ଓଡିଶାରେ ବାହା ହୋଇ କନ୍ୟାକୁ ନେଇ ଚାଲି ଯାଇଥିବା ବେଳେ ପୋଲିସ (Ganjam Police) ଓ ପ୍ରଶାସନ କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି।

मई 8, 2021, 07:33 AM IST

ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଥାନା ଭିତରେ ଆତ୍ମହତ୍ୟା (Suicide) କରିଥିବା ଅଭିଯୁକ୍ତ ଯୁବକ ରଙ୍ଗିପୁର ଗ୍ରାମର ବାସିନ୍ଦା ଗଣେଶ ଡାକୁଆ। ଗତକାଲି ଗଣେଶଙ୍କୁ ଏକ ଗଣ୍ଡଗୋଳ ମାମଲାରେ ଗୋଳନ୍ଥରା ଥାନାକୁ ଆଣି ପଚରା ଉଚରା କରିବା ସହ ଅଟକ ରଖିଥିଲା।

मई 4, 2021, 08:42 AM IST

ଦୁଇ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଠିକାଦାରକୁ ଛୁରା ମାରିଲା ଶ୍ରମିକ

ମାତ୍ର ୨ ହଜାର ବକେୟା ଟଙ୍କାକୁ ନେଇ ଜଣେ ଶ୍ରମିକ ଛୁରା ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଶୁକ୍ରବାର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି।

Apr 16, 2021, 05:30 PM IST

ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!

ବିଦେଶରେ ଚାକିରି ଖୋଜୁଥିଲେ ସାବାଧାନ!

Apr 3, 2021, 10:28 PM IST

ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

ଅପରାଧିକ କାର୍ଯ୍ୟକଳାପ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମୁସାକୁ ବୈଦ୍ୟନାଥ ପୁର ପୋଲିସ କାବୁ କରିଛି।

Apr 3, 2021, 05:02 PM IST

Viral video; ଯୁବକ ଓ ମହିଳାଙ୍କୁ ବାନ୍ଧି, ବୁଲାଇ ୭ ଗିରଫ

ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି। ତେବେ ଏହି ଭିଡିଓଟି ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ କାଳିଆପଲି ଗ୍ରାମର ବୋଲି ଦାବି କରାଯାଉଛି।

Mar 12, 2021, 09:13 PM IST

ଚାଲାଣ ବେଳେ ବସରୁ ୩ ନାବାଳିକା ଉଧାର, ମହିଳା ଅଟକ

ମହିଳା ଜଣଙ୍କ ଭୟବିତ ହୋଇ ନାବାଳିକା (Minors) ଙ୍କୁ ଛାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକ ତାଙ୍କୁ କାବୁ କରି ପୋଲିସ (Police) କୁ ଖବର ଦେଇଥିଲେ।

Mar 5, 2021, 11:12 PM IST

୧୦ ବର୍ଷୀୟାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ସଦର ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟା ନାବାଳିଙ୍କ ସହ ଦୁଷ୍କର୍ମ ହୋଇଛି। ଏହି ମାମଲାରେ ପୀଡିତାଙ୍କ ଗ୍ରାମର ୩ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଛି।

Feb 10, 2021, 01:28 PM IST

ରକ୍ତ ରଞ୍ଜିତ ସୁମଣ୍ଡଳ! BJD ନେତା ଦେବରାଜଙ୍କୁ ଗୁଳି କରି ହତ୍ୟା

ସ୍ପଷ୍ଟ ଦିବାଲୋକରେ ଜନ ଗହଳିପୂର୍ଣ୍ଣ ରାସ୍ତାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିକରି ହତ୍ୟା (Gun Fire) କରାଯାଇଛି। ହତ୍ଯାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି।

Jan 20, 2021, 04:23 PM IST

କୁମ୍ଭମେଳା ପୂର୍ବରୁ ଦକ୍ଷିଣ ଓଡିଶାରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚାଲାଣ

ଜାନୁଆରୀ ୧୪ରୁ ହରିଦ୍ୱାରରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭମେଳା। ଆଉ ଏହାରି ଉତ୍ତରାଖଣ୍ଡକୁ ଚାଲାଣ ହେଉଥିବା ୧୧ କ୍ୱିଣ୍ଟାଲ ଗଞ୍ଜେଇ ବ୍ରହ୍ମପୁର ଉପକଣ୍ଠରୁ ଜବତ ହୋଇଛି।

Jan 6, 2021, 08:34 PM IST

କାରରେ କୁବେର ଭଣ୍ଡାର! ସିଟ୍ ଟେକି ଚମକିଲା ଗଞ୍ଜାମ ପୋଲିସ

 ଗାଡିର ଡିକି ଓ ସିଟ୍ ଟେକି ଦେଖିଲା ବେଳେ ପୋଲିସର ହୋସ ଉଡି ଯାଇଥିଲା। କାରଣ ସେହି ଗାଡିରୁ ୬ କିଲୋଗ୍ରାମ ସୁନା ଏବଂ ପ୍ରାୟ ୨୩୯ କିଲୋଗ୍ରାମ ରୁପା ଅଳଙ୍କାର ମିଳିଛି।  

Dec 5, 2020, 10:47 PM IST

ଗୁଣି ଗାରେଡି ସନ୍ଦେହରେ ହତ୍ୟା! ୪୦ ଦିନ ପରେ ଜଙ୍ଗଲରୁ ବାହାରିଲା ମୃତଦେହ

ଗୁଣିଆ ସନ୍ଦେହରେ ଜଣେ ୭୦ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧା ମହିଳାଙ୍କୁ ଘରୁ ଅପହରଣ କରିନେଇ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଅଭିଯୁକ୍ତମାନେ ଜଙ୍ଗଲରେ ପୋତି ଦେଇଥିଲେ।

Nov 23, 2020, 05:33 PM IST