global covid 19 cases

କୋଟିଏ ଲୋକଙ୍କୁ କୋରୋନା, ନେଲାଣି ୫ ଲକ୍ଷ ମୁଣ୍ଡ

କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ପାର କରିଛି । ସେହିପରି ୧ଲକ୍ଷ ୨୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।

Jun 28, 2020, 07:46 AM IST