global hungerindex

ଗ୍ଲୋବାଲ ଇଣ୍ଡେକ୍ସ ରିପୋର୍ଟକୁ ନେଇ ଏମିତି କହିଲେ ରାହୁଲ

୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ରହିଛି ୧୦୨ । ଯାହାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । 

Oct 17, 2019, 09:21 AM IST