gopalpur beach festival

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯: ଶେଷ ସନ୍ଧ୍ୟାରେ ବଲିଉଡ ସିଙ୍ଗର ଶାନଙ୍କ ଗୀତରେ ଦର୍ଶକ ମତୁଆଲା

  ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ ଉଦଯାପିତ ହୋଇଛି । 

Dec 29, 2019, 07:51 PM IST

ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି

ଖବର ସଂଗ୍ରହ କରିବା ଲାଗି ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ମହୋତ୍ସବରୁ ଘୋଉଡାଇ ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି

Dec 27, 2019, 09:36 PM IST

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ : ସୋନୁଙ୍କ ଗୀତରେ ଝୁମିଲେ ଦର୍ଶକ

୫ ଦିନ ଧରି ଚାଲିବାକୁ ଥିବା ବେଳାଭୂମି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୟେ ଦିଲ ଦିୱାନା କିଙ୍ଗ ଖାଁନ ଅଭିନୀତ ସୁପରହିଟ ପରଦେଶର ଏହି ଗୀତ ଗୋପାଳପୁର ମହୋତ୍ସବରେ ଯୋଗ ଦେଇଥିବା ଲକ୍ଷାଧିକ ଦର୍ଶକଙ୍କୁ ମତୁଆଲା କରିଥିଲା ।

Dec 25, 2019, 02:16 PM IST