ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର
ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ, ଆସନ୍ତା 24 ତାରିଖ ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମୋହତ୍ସବ 2019
Dec 21, 2019, 11:28 PM IST
ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ ମୁହଁ ଫେରାଉଛନ୍ତି । ଯାହା ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ ।
Nov 24, 2019, 08:09 PM IST