ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ରଙ୍ଗ ଭରିଦେଲେ ବର୍ଷା
ପ୍ରତିଭାବାନ ଦକ୍ଷ ଦିବୟାଙ୍ଗ ପିଲାଙ୍କୁ ଉତ୍ସାହିତ ଏବଂ ପ୍ରାତ୍ସାହିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ କଟକ ଏବଂ ଏହାର ନିକଟସ୍ତ ୧୦ଟି ବିଦ୍ୟାଳୟର ପିଲାଙ୍କ ପ୍ରସ୍ତୁତ ଚିତ୍ର, ମାଟି ତିଆରି ସାମଗ୍ରୀ,ଏମ୍ବ୍ରୋଡାରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରୟ ପାଇଁ ପ୍ରଦର୍ଶିତ କରାଯାଇଥିଲା।
Jan 24, 2021, 11:44 PM IST