hemant soren oath taking

ସୋନିଆଙ୍କୁ ଭେଟିଲେ ହେମନ୍ତ, ଶପଥ ଉତ୍ସବରେ ଯୋଗଦେବାକୁ ଦେଲେ ପ୍ରସ୍ତାବ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱରେ ମେଣ୍ଟ ବହୁମତ ହାସଲ କରିବା ପରେ ଝାଡଖଣ୍ଡରେ ସରକାର ଗଢିବାକୁ ଯାଉଛନ୍ତି ହେମନ୍ତ ସୋରେନ । ଏଥିପାଇଁ ଆସନ୍ତା 29 ତାରିଖରେ ଶପଥ ନେବାକୁ ପ୍ରସ୍ତୁତ ଆରମ୍ଭ କରିଦେଲେଣି ସୋରେନ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବ ପୂର୍ବରୁ ହେମନ୍ତ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।

Dec 25, 2019, 08:48 PM IST