indigo website

Vaccine ଲଗାଇଥିବା ଲୋକଙ୍କ ପାଇଁ ଖୁସି ଖବର, ଟିକେଟ୍ ବୁକିଂରେ ମିଳୁଛି ବିଶେଷ ରିହାତି

IndiGo ଆଜିଠାରୁ Vaxi Fare ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅଧୀନରେ କମ୍ପାନୀ ତରଫରୁ ଟିକା (Vaccine) ନେଇ ସାରିଥିବା ଯାତ୍ରୀଙ୍କୁ ଏକ ରିହାତି ସୁବିଧା ଦିଆଯାଉଛି ।  

Jun 23, 2021, 01:34 PM IST