Zee Rozgar Samachar

indira gandhias birth anniversary

କବିତା ସେୟାର କରି ନିଜ ଜେଜେମା ଇନ୍ଦିରାଙ୍କ ଜନ୍ମ ବାର୍ଷିକୀକୁ ଏପରି ମନେ ପକାଇଲେ ପ୍ରିୟଙ୍କା

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ୧୦୨ ତମ ଜନ୍ମ ବାର୍ଷିକୀ । ନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ମନେ ପକାଉଛନ୍ତି । ଏହି ବିଶେଷ ମୁହୂର୍ତ୍ତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ଜେଜେମାଙ୍କୁ ମଧ୍ୟ ମନେ ପକାଇଛନ୍ତି । 

Nov 19, 2019, 06:01 PM IST