BREAKING NEWS

jharaphula death

ଝରାଫୁଲ ମୃତ୍ୟୁ ମାମଲା: ଅମରେଶ ଗିରଫ, ପାତାଳି ହେଲା କି ଶେଖର ?

ଝରାଫୁଲ ମୃତ୍ୟୁ ମାମଲାରେ ଅମରେଶ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ସେପେଟେ ଘଟଣାର ଅତ୍ୟତମ ତଥା ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଏବେ ବି ଫେରାର ଅଛି।

Apr 11, 2021, 11:01 PM IST

ହାତରେ ଲାଗିଲା ଆଉ ଏକ ଫୁଟେଜ୍, ଏବେବି ରହସ୍ୟଘେରରେ ଝରାଫୁଲ ଡେଥ୍ ମିଷ୍ଟ୍ରି

ଝରାଫୁଲ ଓ ଅଭିଯୁକ୍ତ ବୟଫ୍ରେଣ୍ଡ ରାକେଶ ଏକ ଫାଷ୍ଟଫୁଡ ଦୋକାନରେ ବିରିୟାନି ଖାଇବାର ଦୃଶ୍ୟ ରହିଛି । କିନ୍ତୁ ଏହି ଫୁଟେଜରେ ଝରାଫୁଲ ଅସୁସ୍ଥ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Jan 30, 2021, 06:48 PM IST