jharaphula murder case

ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ

ଝରାଫୁଲ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନଥିଲା । ହେଲେ ଆଉ ଜଣେ ଅଭିଯୁକ୍ତ ଯାଜପୁର ଓ କମିଶନରେଟ ପୋଲିସ ଦ୍ୱାରା ଗିରଫ ହେବା ପରେ ସବୁ ସତ ଓଗାଳିଛି ।  

Apr 22, 2021, 05:10 PM IST

ଝରାଫୁଲ ମୃତ୍ୟୁ ମାମଲା: ଅମରେଶ ଗିରଫ, ପାତାଳି ହେଲା କି ଶେଖର ?

ଝରାଫୁଲ ମୃତ୍ୟୁ ମାମଲାରେ ଅମରେଶ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ସେପେଟେ ଘଟଣାର ଅତ୍ୟତମ ତଥା ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଏବେ ବି ଫେରାର ଅଛି।

Apr 11, 2021, 11:01 PM IST

ପରୀ ପରି ଝରାଫୁଲ ଅଭିଯୁକ୍ତର ବୟାନରେ ସୀମିତ ପୋଲିସ ତଦନ୍ତ!

ପୋଲିସ (Odisha Police)  ମଧ୍ୟ କେଉଁଠି ନା କେଉଁଠି ଲୋକଙ୍କୁ ନିଜ ଉପରେ ଅଙ୍ଗୁଳି ଉଠାଇବାକୁ ସୁଯୋଗ ଦେଉଛି। ଯାହାର ପ୍ରମାଣ ରାଜ୍ୟର ୨ଟି ଚର୍ଚ୍ଚିତ ହତ୍ୟା ମାମଲାରେ ଦେଖିବାକୁ ମିଳିଛି।  

Feb 11, 2021, 01:04 PM IST