ଭୋଟ ଦେଉଛି ଝାଡଖଣ୍ଡ, ମଇଦାନରେ ବହୁ ହେଭିୱେଟ
ପ୍ରଥମ ପର୍ଯ୍ୟାୟରେ ୧୩ ଆସନରେ ନିର୍ବାଚନ ହେଉଛି । ଏଥିପାଇଁ ୩,୯୦୬ଟି ପୁଲିଂ ବୁଥ କରାଯାଇଛି ।
Nov 30, 2019, 08:10 AM IST