jujomura

ବିଲରେ ଫଳୁଛି ପ୍ରତିଭା! ଆୟୋଜିତ ହେଲା କଙ୍କଡା ଧରା ପ୍ରତିଯୋଗିତା

କଙ୍କଡା ଧରିବାକୁ ନେଇ ବି ପ୍ରତିଯୋଗିତା ହେବ, ଏହି କଥାକୁ ବିଶ୍ୱାସ କରିବା ଟିକିଏ କଷ୍ଟ। କିନ୍ତୁ ଜୁଯୋମୁରା ବ୍ଳକ କୟାକୁଦ ପଞ୍ଚାୟତ ରାମବଡମାଲ ଠାରେ କଙ୍କଡା ଧରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

Sep 8, 2021, 12:11 PM IST

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ପାଇଁ ହେବ ଜନ ଆନ୍ଦୋଳନ। ବହୁ ବର୍ଷର ଲୋକଙ୍କ ଫ୍ଲାଇଓଭର ନିର୍ମାଣ ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ରେଳ ବିଭାଗ।

Aug 4, 2021, 01:30 PM IST