kalia yojna

କାଳିଆ ଯୋଜନାରେ ଭୁଲ ତଥ୍ୟକୁ ନେଇ କୃଷିମନ୍ତ୍ରୀ ଟାର୍ଗେଟରେ

ସୂଚନା ଅଧିକାର ତଥ୍ୟ  ଅନୁଯାୟୀ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା ତଥ୍ୟ  ରହିଛି । କିନ୍ତୁ  ମୋଟ ରାଜ୍ୟରେ ୪୫  ହଜାର ୯୬୫ ଜଣ ଅଯୋଗ୍ୟ  ହିତାଧିକାରୀ ଥିବା କୃଷିମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।

Nov 18, 2019, 08:32 PM IST