କାଶ୍ମୀରକୁ ନେଇ ଜନ୍ତରମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ
ଭାରତ ଗସ୍ତରେ ଆସିଛନ୍ତି ୟୁରୋପୀୟନ ସାଂସଦ ଦଳର ପ୍ରତିନିଧି ମଣ୍ଡଳ । ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । ସେମାନେ ମଙ୍ଗଳବାର କାଶ୍ମୀର ପରିଦର୍ଶନ କରିବାକୁ ଯାଇଛନ୍ତି । ଏହାପୂର୍ବରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ବେଳେ ଦୁଇ ପକ୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା ।
Oct 29, 2019, 05:22 PM IST
कश्मीर में अलगाववादियों का बंद, आम जनजीवन काफी प्रभावित
श्रीनगर के पुराने शहर के इलाकों और घाटी में संवेदनशील जगहों पर कानून एवं व्यवस्था बनाए रखने के लिए भारी मात्रा में सुरक्षाबलों की तैनाती की गई है...
Oct 27, 2018, 02:10 PM IST