khorda

ରେକର୍ଡ ଭାଙ୍ଗିଲା କୋରୋନା, ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ଆଜି ରାଜ୍ୟରେ ସର୍ବାଧିକ ୧୮୩୩ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।

Aug 7, 2020, 11:38 AM IST

୫ ଜିଲ୍ଲାରେ କୋରୋନା ଛୁଇଁଲା ତିନି ଅଙ୍କ, ୪୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ରାଜ୍ୟରେ ୫ଟି ଜିଲ୍ଲାରେ କୋରୋନା ୩ ଅଙ୍କ ଛୁଇଁଛି। ୨୪ ଘଣ୍ଟା ମଧ୍ୟରେ ୧,୬୯୯ଟି ମାମଲା ସାମ୍ନାକୁ ଆସିଛି।

Aug 6, 2020, 11:28 AM IST

ରାଜ୍ୟରେ ୧୩୩୭ ନୂଆ ମାମଲା, ଗଞ୍ଜାମରେ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୩୩୭ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୯,୦୧୮ରେ ସଂକ୍ରମିତଙ୍କ ମାମଲା ରହିଛି।  ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୩୩୭ଟି ମାମଲା ମଧ୍ୟରୁ ୮୧୫ଟି କ

Aug 5, 2020, 11:55 AM IST

ରାଜ୍ୟରେ ୧୩୮୪ ନୂଆ ମାମଲା, ଗଞ୍ଜାମରେ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୩୮୪ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୭,୬୮୧ରେ ସଂକ୍ରମିତଙ୍କ ମାମଲା ରହିଛି। 

Aug 4, 2020, 12:50 PM IST

ରାଜ୍ୟରେ ୨୧୬ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ୨୦୦ ଅତିକ୍ରମ କରିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ କୋରୋନା ୯ଟି ମୁଣ୍ଡ ନେଇଛି। ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁନାହିଁ କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଜ

Aug 4, 2020, 10:55 AM IST

ରାଜ୍ୟରେ ୩୬ ହଜାର ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମରେ ନିୟନ୍ତ୍ରଣ ବାହାରେ କୋରୋନା...

Aug 3, 2020, 10:50 AM IST

୪ ଜିଲ୍ଲାରେ ୩ ଅଙ୍କ ଛୁଇଁଲା କୋରୋନା, ୧୬୦୨ ନୂଆ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୪ଟି ଜିଲ୍ଲାରେ ୩ ଅଙ୍କ ଛୁଇଁଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୬୦୨ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା ରାୟଗଡ଼ା ଓ ଗଜପତିରେ ମଧ୍ୟ କୋରୋନା ୩ ଅଙ୍କ ଛୁଇଁଛି।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩୪୭୯ରେ ସଂକ୍ରମିତଙ୍କ ମାମଲା ରହିଛି।  ରାଜ୍ୟରୁ ବିଗ

Aug 1, 2020, 10:46 AM IST

ରାଜ୍ୟରେ ୧୭୭ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୮ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୪ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାରେ

Jul 31, 2020, 11:57 AM IST

ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ୩୦ ହଜାର ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା କୋରୋନା ଯୋଦ୍ଧାଙ୍କ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଦୁଇ ଜିଲ୍ଲାରୁ ଅର୍ଦ୍ଧାଧିକ ରହି

Jul 31, 2020, 11:35 AM IST

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ: ଗଞ୍ଜାମରେ ଶତକ ମୁହାଁ, ସମ୍ବଲପୁରରେ ପ୍ରଥମ

ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୦ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାର

Jul 30, 2020, 11:12 AM IST

କୋରୋନା ନେଲା ଆଉ ୫ ଜୀବନ

ପୁଣି ରାଜ୍ୟରେ ୫ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି। 

Jul 29, 2020, 12:29 PM IST

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ନିକଟତର

ରାଜ୍ୟରେ ଆଜି ୧୦୬୮ଟି ନୂଆ ମାମଲା

Jul 29, 2020, 11:25 AM IST

ରାଜ୍ୟରେ କୋରୋନାର ସଂଗୀନ ସ୍ଥିତି, ୧୦ ହଜାର ଡେଇଁଲା ସକ୍ରିୟ ମାମଲା

୨୮ଟି ଜିଲ୍ଲାରୁ ୧୨୧୫ ଆକ୍ରାନ୍ତ ଚିହ୍ନଟ

Jul 28, 2020, 10:37 AM IST

ବେଲଗାମ କୋରୋନା, ପୁରା ରାଜ୍ୟରୁ ୧୩୭୬ ମାମଲା

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। ଦିନକୁ ଦିନ ଟେଷ୍ଟିଂର ମାତ୍ରା ବଢିବା ସହିତ ତାଳ ଦେଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୧୩୭୬ଟି ମାମଲା ସାମ୍ନାକୁ ଆସିଛି। 

Jul 26, 2020, 10:57 AM IST

ବେଲଗାମ କୋରୋନା, ୨୪ ଘଣ୍ଟାରେ ୧୩୨୦ ମାମଲା

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। ଦିନକୁ ଦିନ ଟେଷ୍ଟିଂର ମାତ୍ରା ବଢିବା ସହିତ ତାଳ ଦେଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୧୩୨୦ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗି

Jul 25, 2020, 10:49 AM IST

ରାଜ୍ୟରେ ବ୍ରେକ ଫେଲ କୋରୋନା, ପୁଣି ୬୪୭ ନୂଆ ସଂକ୍ରମିତ

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୬୪୭ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ

Jul 21, 2020, 10:50 AM IST