kisan union rakesh ticket

ରାକେଶ ଟିକାୟତଙ୍କ ସରକାରଙ୍କୁ ଧମକ, 'ଦାବି ପୂରଣ ନ ହେଲେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ'

କୃଷକ ନେତା ରାକେଶ ଟିକାୟତଙ୍କ କହିଛନ୍ତି ଯେ ୩ ଟି ଆଇନ ଫେରସ୍ତ ନହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ । ଲକ୍ଷ୍ନୌକୁ ଦିଲ୍ଲୀ କରିବା ପାଇଁ ମଧ୍ୟ ଆମେ କାର୍ଯ୍ୟ କରିବୁ ।

Jul 26, 2021, 07:27 PM IST