kishore mohanty

ଝୁରିବ କୁସମେଲ! ସୋନିଙ୍କ କନ୍ୟାଦାନ କରିବେ ବିଧାୟକ ଦମ୍ପତି

ମାଆବାପା ଛେଉଣ୍ଡ ଝିଅ ସୋନି ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପାଣିରେ ଭାସି ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ଦୂର ଆସି ନୂଆ ଜୀବନ ପାଇଥିଲେ। ତାଙ୍କୁ ମିଳିଥିଲେ ନୂଆ ପରିବାର ଏବଂ ସନ୍ୟାସୀ କାଲୋଙ୍କୁ ଝିଅଟିଏ ମିଳିଥିଲେ। ଆସନ୍ତା ୨୧ ତାରିଖରେ ସେହି ଝିଅ ସୋନିର ବାହାଘର ହବ।

Apr 16, 2021, 07:43 PM IST

ପୂର୍ବତନ ବାଚସ୍ପତିଙ୍କ ଅସନ୍ତୋଷ

ଗୃହରେ ମନ୍ତ୍ରୀମାନେ ରଖୁଥିବା ଉତ୍ତରକୁ ନେଇ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି । ମନ୍ତ୍ରୀମାନେ ଗୃହରେ ପଚରାଯାଉଥିବା ପ୍ରଶ୍ନର ସଠିକ ଉତ୍ତର ଉତ୍ତର ରଖୁନାହାଁନ୍ତି ବୋଲି ଅଭିଯୋଗ ଆଣିଲେ କିଶୋର । ଉଭୟ ଓଡ଼ିଆ ଭାଷା ପ୍ରସଙ୍ଗ ଓ ଧାନ କିଣା ପ୍ରସଙ୍ଗ ଓ ନିଜର ଏକ ମୌଖିକ ପ୍ରଶ୍ନ (93)ର ଗତ ଥର ଓ ଚଳିତବର୍ଷ ଆସିଥିବା ଭିନ୍ନ ଭିନ୍ନ ଉତ୍ତରକୁ ନେଇ ଅସନ୍ତୋଷ ପ୍ରକାଶ କଲେ କିଶୋର ମହାନ୍ତି । 

Feb 19, 2020, 09:20 PM IST

ଚେହେରାରୁ ଅପରାଧୀଙ୍କୁ ଚିହ୍ନି ହୁଏନି: କିଶୋର ମହାନ୍ତି

ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡ ଘଟଣା । 

Feb 15, 2020, 07:22 AM IST

ସମ୍ବଲପୁରୀ ଶେଷ୍ଠ ଭାଷା: କିଶୋର ମହାନ୍ତି

୨ୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ୨୦୨୦ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ  ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । 

Jan 20, 2020, 11:16 AM IST