ଦୀପାବଳିରେ ପରଫେକ୍ଟ ଲୁକ୍ ପାଇଁ ଏମିତି ନିଅନ୍ତୁ ମେକ୍ଅପ୍
ଦୀପାବଳିରେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ସମସ୍ତେ ପ୍ରସ୍ତୁତି ପୂର୍ବରୁ ଆରମ୍ଭ କରିଦିଅନ୍ତି। ଶାଢ଼ି ସହିତ ମ୍ୟାଚିଙ୍ଗ୍ କରି ଗହଣା ମଧ୍ୟ କିଣିଥା’ନ୍ତି। ତେବେ କେବଳ ଶାଢ଼ି ଓ ଗହଣା ପିନ୍ଧିଲେ ହେବ ନାହିଁ ତା ସହ ମେକ୍ଅପ୍ ମଧ୍ୟ ନେବାକୁ ପଡ଼ିଥାଏ। ଆପଣ ଯଦି ଏଥର ଦୀପାବଳିରେ ନିଜ ଲୁକ୍କୁ ଖାସ୍ କରିବା ପାଇଁ ଚାହୁଁଛନ୍ତି, ପାର୍ଲର ନ ଯାଇ ଘରେ ମଧ୍ୟ ଫେଷ୍ଟିଭ୍ ମେକ୍ଅପ୍ କରିପାରିବେ।
Oct 25, 2019, 07:00 PM IST
गर्मियों में भी अपने मेकअप को रखें परफेक्ट, अपनाएं ये 5 टिप्स
गर्मियों के मौसम में कई बार पसीने, धूप और धूल के चलते मेकअप खराब होने लगता है, जिससे मेकअप कभी-कभी आपके लुक को निखारने के बजाए खराब कर देता है.
Mar 26, 2018, 02:29 PM IST