୧୦ରେ ଓଡ଼ିଶା ଛୁଇଁପାରେ ମୌସୁମୀ, ଦୁଇ ଦିନ ଭିତରେ ପ୍ରାକ ମୌସୂମୀ ବର୍ଷା ସମ୍ଭାବନା
୨୪ ଘଣ୍ଟାରେ ଲଘୁଚାପ । ସକ୍ରିୟ ହେବ ମୌସୁମୀ ବାୟୁ । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ବଳୟର ରୂପ ନେବାର ସମ୍ଭାବନା ରହିଛି । । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବା ନେଇ ସତର୍କ ସୂଚନା ଜାରି କର
Jun 8, 2020, 04:46 PM IST
ଘନୀଭୁତ ହେଉଛି ବାତ୍ୟା ଆମ୍ଫାନ, ସତର୍କ ରହିବାକୁ ନିର୍ଦ୍ଦେଶ
ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେଇପାରେ। ଆସନ୍ତା କାଲି ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ ବୋଲି ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତା ଆମ୍ଫାନର ମୁକାବିଲା ପାଇଁ ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତର ବଙ୍ଗୋପସାଗର ଦେଇ ଗତି କ
मई 15, 2020, 02:18 PM IST
ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା
ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଏଣିକି ପ୍ରବଳ ବର୍ଷିବ । ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ସକ୍ରିୟ ଟର୍ଫ ଲାଇନ ଏବଂ ଉତ୍ତର-ପୂର୍ବ ବିଦର୍ଭ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲ
Apr 24, 2020, 08:56 PM IST
ଦାନା ବାନ୍ଧୁଛି ଆଉଏକ ଲଘୁଚାପ, ୩ ସୁଦ୍ଧା ଘନୀଭୂତ ସମ୍ଭାବନା
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି
Oct 31, 2019, 06:27 PM IST
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ବର୍ଷା ଯୋଗୁ ବଂଶଧାରାରେ ପାଣି ବଢୁଥିବାବେଳେ ମହାନଦୀର ୮ଟି ଗେଟ ଖୋଲାଯାଇଛି। ଏଥିସହିତ ଗଜପତି ଜିଲ୍ଲା ଗୁମା ବ୍ଲକ ବଡ କେଳାକୋଟ ପଂଚାଯ଼ତ କୁଲୁଙ୍ଗା ଓ ତିତିସିଂ ଗାଁର କୋଡିଏ ଘର ଭୂସ୍ଫଳନ ଯୋଗୁ ପ୍ରଭାବିତ ହୋଇଛି।
Oct 24, 2019, 05:49 PM IST
ଏଥର ଦୀପାବଳିକୁ ଫିକା କରିପାରେ ବର୍ଷା
ୱେଲ ମାର୍କ୍ଡ ଲୋ ପ୍ରେସରର ରୂପ ନେଲା ଲଘୁଚାପ। ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷିବ। ଏହାର ପ୍ରଭାବରେ ଆସନ୍ତା ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ନିର୍ଦ୍ଧୁମ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Oct 23, 2019, 03:58 PM IST