mahanadi issue

'କାତ ପାଉନି' କିଏ ଗାଇବ, ନାଉରିଆର ଆଣ୍ଡୁ ବୁଡ଼ୁନି

ଶୀତରେ ଶୁଖିଲା ମହାନଦୀ, ଖରାଦିନେ ଅବସ୍ଥା ସାଙ୍ଘାତିକ

Jan 7, 2020, 08:40 AM IST

ମହାନଦୀ ଜଳ ବିବାଦ ମାମଲା: ଆଜି ଓଡ଼ିଶା ଆସୁଛି ଛତିଶଗଡ଼ ଟିମ୍

ମହାନଦୀ ଜଳ ବିବାଦ ମାମଲା । ଆଜି ଓଡ଼ିଶା ଗସ୍ତ କରିବ ଛତିଶଗଡ଼ ଟିମ୍ । ଓଡ଼ିଶାର ଅଭିଯୋଗ ଅନୁଯାଇ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବ ଏହି ବୈଷୟିକ ଟିମ୍ । ଅଣ ମୌସୁମୀ ସମୟରେ ଜଳର ସ୍ଥିତି ନେଇ ଅନୁଧ୍ୟାନ କରିବ । ସେହିପରି ଜାନୁଆରୀ ୧୬ରେ ଛତିଶଗଡ଼ ଗସ୍ତ କରିବ ଓଡ଼ିଶା ଟିମ୍ । 

Jan 4, 2020, 11:36 AM IST

ମହାନଦୀ ଜଳ ବିବାଦ ମାମଲା: ଆଉ ଥରେ କ୍ଷେତ୍ର ପରିଦର୍ଶନ କରିବେ ଉଭୟ ପକ୍ଷ

ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଆଜିର ଶୁଣାଣି ଶେଷ ହୋଇଛି ।  ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ପ୍ରଥମ ପଯ୍ୟାୟ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ତେବେ ପ୍ରକଳ୍ପ ସମ୍ପର୍କରେ ଆହୁରି ଅନୁଧ୍ୟାନର ଆବଶ୍ୟକତା ରହିଥିବା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ଉଭୟ ଓଡିଶା ଏବଂ ଛତିଶଗଡ ।

Dec 14, 2019, 01:15 PM IST

ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ମହାମଦୀ ଜଳ ବିବାଦ ମାମଲା। ଆଜି ଟ୍ରିବ୍ୟୁନାଲରେ ମାମଲର ହୋଇପାରେ  ଶୁଣାଣି । ଜଷ୍ଟିସ ଏଏମ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । 

Dec 14, 2019, 08:28 AM IST

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ମହାନଦୀ ଓ ବଂଶଧାରା ପ୍ରସଙ୍ଗରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲା । ଏପରିକି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି  । ମହାନଦୀକୁ ନେଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨ଟି କମିଟି ଗଠିତ ହୋଇଥିଲା  ।

Nov 26, 2019, 07:58 PM IST

ନ୍ୟାୟ ମାଗୁଛି ମହାନଦୀ

ପୂର୍ବରୁ ଯେଉଁ ଛତିଶଗଡ଼ ଓଡ଼ିଶା ଭାଗର ଜଳ ଦେବାରେ ବାଧା ସୃଷ୍ଟି କରିବ ନାହିଁ କହୁଥିଲା, ସେ ଏବେ ଓଡ଼ିଶା ଉପରେ ଦୋଷ ଲଦିଛି । ଛତିଶଗଡ଼ ଓଡ଼ିଶା ପ୍ରତି ନୁହେଁ, ବରଂ ଓଡ଼ିଶା ଛତିଶଗଡ଼ ପ୍ରତି ଅବିଚାର କରିଥିବା ମତ ରଖିଛନ୍ତି ବଘେଲ ସରକାରରେ ଜଳସମ୍ପଦ ମନ୍ତ୍ରୀ ଥିବା ରବିନ୍ଦ୍ର ଚୌବେ ।

Oct 7, 2019, 09:57 PM IST